କେନ୍ଦ୍ରାପଡା ଜିଲ୍ଲା ପାଟକୁରା ନିର୍ବାଚନ ମଣ୍ଡଳୀ ଗରଦପୁର ବ୍ଲକ ଅନ୍ତର୍ଗତ ବନ୍ତଳା ପଞ୍ଚାୟତ ପି କେ ଗୁରୁକୁଳ ବିଦ୍ୟାଳୟ ର ନଦୀ ବନ୍ଧ
କେନ୍ଦ୍ରାପଡା ଜିଲ୍ଲା ପାଟକୁରା ନିର୍ବାଚନ ମଣ୍ଡଳୀ ଗରଦପୁର ବ୍ଲକ ଅନ୍ତର୍ଗତ ବନ୍ତଳା ପଞ୍ଚାୟତ ପି କେ ଗୁରୁକୁଳ ବିଦ୍ୟାଳୟ ର ନଦୀ ବନ୍ଧ ଉପରେ ଏକ ମର୍ମାତକ ସଡ଼କ ଦୁର୍ଘଟଣା ଦେଖିବାକୁ ମିଳିଛି,ଏକ ବାଇଗି ଗାଡ଼ି ରେ ଦୁଇ ଜଣ ଆସୁଥିଲେ,ବାଇଗି ଚାଳକ ତନ୍ମୟ ପଟ୍ଟନାୟକ,ଘର ଚଷାକୁନ୍ଦ,ବୟସ 24ବର୍ଷ ପିତାଙ୍କ ନାମ ତୁଷାର କୁମାର ପଟ୍ଟନାୟ,ବାଇଗି ଗାଡ଼ି ର ନମ୍ବର OD05C. G4121, ଏବଂ ଟ୍ରାକ୍ଟର ନମ୍ବର ODO5BT 7584 ଗାଡ଼ି ରେ ଦୃଘଟଣା ଘଟିଛି,ବାଇଗି ଚାଳକ ଗୁରୁ ତର ହୋଇ ଆମ୍ବୁଲାନ୍ସ ଯୋଗେ କଟକ ମେଡିକାଲକୁ ଚିକିତ୍ସା ପାଇଁ ପଠାଯାଇଛି, ଏବଂ ଅନ୍ୟଜଣଙ୍କ କିଛି କ୍ଷେତି ଘଟିନାହିଁ, ସେ ସ୍ଥାନରେ କୁଦାନଗରୀ ଥାନା ଷ୍ଟାଫ୍ ପହଞ୍ଚି ଦୁଇଟି ଗାଡ଼ିକୁ ଯବତ କରିଛି, ରିପୋର୍ଟ -ଧିରେନ କୁମାର ମହାପାତ୍ର କେନ୍ଦ୍ରାପଡା,
