September 21, 2024

ମେଘବାନ ବାଘ ଉମରକୋଟ ର ନୂତନ ତହସିଲଦାର ଭାବେ ଯୋଗଦାନ

Share

 

 

ଉମରକୋଟ – ମେଘ ବାନ ବାଘ ଙ୍କୁ ରାଜ୍ୟ ସରକାର ନବରଙ୍ଗପୁର ଜିଲ୍ଲାର ଉମରକୋଟ ତହସିଲଦାର ଭାବେ ନିଯୁକ୍ତି ଦେଇଛନ୍ତି। ପୂର୍ବେ ଏହି ଦାୟୀତ୍ୱରେ ନନ୍ଦ।ହାଣ୍ଡି ତହସିଲ ର ଅତିରିକ୍ତ ତହସିଲଦାର ପୁରୁଷୋତ୍ତମ ବେନୀୟ। ଙ୍କୁ ନବରଙ୍ଗପୁର ଜିଲ୍ଲାପାଳ ଦାୟିତ୍ଵ ପ୍ରଦାନ କରିଥିଲେ। ବର୍ତ୍ତମାନ ଶ୍ରୀ ବେନିୟ । ଉମରକୋଟ ପୌର ପରିଷଦ କାର୍ଯ୍ୟଳୟର ନିର୍ବାହୀ ଅଧିକାରୀ ଭାବେ ନବରଙ୍ଗପୁର ଜିଲ୍ଲାପାଳ
ଦାୱିତ୍ଵ ପ୍ରଦାନ କରିଛନ୍ତି। ଏଥି ପୂର୍ବରୁ ଉମରକୋଟ ବିଡ଼ିଓ ପ୍ରୀତି ରଂଜନ ରଥ ଦାଇତ୍ୱ ରେ ଥିଲେ, ତାଙ୍କୁ ଅବ୍ୟାହତି ଦିଆ ଯାଇଛି।(ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)