November 21, 2024
Share

 

 

୧-ରାଜ୍ୟ କ୍ୟାବିନେଟରେ ଗୋମାତା ଯୋଜନାକୁ ମଞ୍ଜୁରି, ୩ ବର୍ଷରେ ଖର୍ଚ୍ଚ ହେବ ୩୪୨ କୋଟି ଟଙ୍କା।

 

୨-ମୂଳ ମାଲିକ ଫେରିପାଇବେ ବେଦାନ୍ତ ଜମି, ଖୁବଶୀଘ୍ର ପ୍ରକାଶ ପାଇବ ବିଜ୍ଞପ୍ତି।

 

୩-ଭୁବନେଶ୍ୱର:ସାବାଡ଼ ହେବେ ଜବରଦଖଲକାରୀ, ଆକ୍ସନ ମୋଡ୍‌ରେ ରାଜସ୍ୱ ବିଭାଗ।

 

୪-୭ ବର୍ଷ ପରେ ଜଣେ ଏସଆଇ ହୋଇପାରିବେ ଇନ୍ସପେକ୍ଟର, ପୂର୍ବରୁ ଥିଲା ୧୦ ବର୍ଷ।

 

୫-ଚନ୍ଦ୍ରଶେଖରପୁର:ବସ୍ତି ଉଚ୍ଛେଦ ନେଇ ୨ ଗୋଷ୍ଠୀ ମୁହାଁମୁହିଁ, ରାସ୍ତା ଅବରୋଧ, ଉତ୍ତେଜନା।

 

୬-ରାଜଧାନୀରେ ବୁଲୁଛି ଖଣ୍ଡା,ବାକି ଟଙ୍କା ମାଗିବାରୁ ଦୋକାନୀଙ୍କୁ ଆକ୍ରମଣ।

 

୭-ଭୁବନେଶ୍ୱର:ଚେତିଲା ପୁଲିସ୍,ବ୍ଲକିଂ,ଚେକିଂ ହେଲା ଜୋରଦାର।

 

୮-୨୯ରୁ ଭୁବନେଶ୍ବରରେ ହେବ ଡିଜିପି ସମ୍ମିଳନୀ, ପ୍ରଧାନମନ୍ତ୍ରୀ , କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଯୋଗ ଦେବେ।

 

୯-କିଟରେ ତିନିଦିନିଆ ଏମ୍‍ଏସ୍‍ଏମ୍‍ଇ ଓ ଷ୍ଟାର୍ଟଅପ୍‍ ବାଣିଜ୍ୟ ମେଳା ୨୦୨୪ ଉଦଘାଟିତ।

 

୧୦-ହିତାଧିକାରୀଙ୍କ ପାଇଁ ଖୁସିର ଖବର, ନୂଆବର୍ଷରୁ ମିଳିବ ନୂଆ ରାସନ କାର୍ଡ: ଯୋଗାଣ ମନ୍ତ୍ରୀ।

 

୧୧-ବିବାଦୀୟ ବେଦାନ୍ତ ବିଶ୍ବବିଦ୍ୟାଳୟ ପ୍ରକଳ୍ପ ନେଇ ମୋହନ ସରକାରଙ୍କ ବଡ ନିଷ୍ପତି । ଫେରିବ ଅଧିଗ୍ରହଣ ହୋଇଥିବା ଜଗନ୍ନାଥଙ୍କ ଅମୃତ ମଣୋହି ଜମି।

 

୧୨-ନବରଙ୍ଗପୁରକୁ ଆହୁରି ପଛକୁ ଟାଣୁଛି ଅପପୁଷ୍ଟି ; ୫ହଜାରରୁ ଅଧିକ ଶିଶୁ ପୋଷଣ ଅଭାବରୁ ହେଲେଣି ବିକଳାଙ୍ଗ।

 

୧୩-ନିୟନ୍ତ୍ରଣ ବାହାରେ ପିଆଜ; ମନ୍ତ୍ରୀ କହିଲେ, ନାସିକରେ କିଲୋ ୪୫ ଟଙ୍କା, କେମିତି କମିବ ରେଟ୍ ?

 

୧୪-ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ଝିଅ ଅଞ୍ଜଳି ବିବାହ ବନ୍ଧନରେ ଆବଦ୍ଧ, ବନ୍ଧୁ ଅନିସ୍ ରାଜାନୀଙ୍କ ହାତ ଧରିଲେ।

 

୧୫-ସାବଧାନ ! ବାଥ୍‌ରୁମ୍‌ରେ ଫୋନ୍‌ ବ୍ୟବହାର କରୁଛନ୍ତି କି ?ଫୋନ୍‌ରେ ଲାଗିଥିବା ଜୀବାଣୁ ଆପଣଙ୍କ ହାତ, ମୁହଁ ଏବଂ ଶରୀରର ଅନ୍ୟ ଅଙ୍ଗରେ ବ୍ୟାପି ପାରେ।

 

୧୬-ରେମୋ ଡିସୁଜା ଓ ତାଙ୍କ ପତ୍ନୀଙ୍କ ନାଁରେ ଠକେଇ ମାମଲା: ୬ ଘଣ୍ଟା ଜେରା କଲା କ୍ରାଇମବ୍ରାଞ୍ଚ।

 

୧୭-ପୁନଃ KYC ପାଇଁ ଯିବାକୁ ପଡ଼ିବନି ବ୍ୟାଙ୍କ, ଅନଲାଇନ୍ ରେ ଆତ୍ମ ଘୋଷଣାନାମା ଯଥେଷ୍ଟ।

 

୧୮-ବୁଲଡୋଜର ମାମଲାରେ ଆସିଲା ସୁପ୍ରିମ ରାୟ: ଉପଯୁକ୍ତ ପ୍ରକ୍ରିୟା ନ କରି ଅଭିଯୁକ୍ତଙ୍କ ଘର ଭାଙ୍ଗିବା ଅସାମ୍ବିଧାନିକ।

 

୧୯-ଟିଭି ଆଙ୍କରଙ୍କୁ ଦେଶର ପ୍ରତିରକ୍ଷା ମନ୍ତ୍ରୀ କଲେ ଟ୍ରମ୍ପ, ନୂଆ ନିଯୁକ୍ତି ପରେ ସବୁଠି ଚର୍ଚ୍ଚା।

 

୨୦-ୟୁକ୍ରେନ ଉପରକୁ ଆକ୍ରମଣ ବଢାଇଲା ଋଷିଆ, କିଭ ଉପରକୁ କରୁଛି ଡ୍ରୋନ ଓ କ୍ଷେପଣାସ୍ତ୍ର ମାଡ଼।

 

୨୧-ଲଣ୍ଡନ: ସାମନ୍ତା ହାର୍ଭେଙ୍କୁ ମିଳିବ ଚଳିତ ବର୍ଷର ବୁକୁର ପୁରସ୍କାର।

 

୨୨-ଲଣ୍ଡନ:ଟିପୁ ସୁଲତାନଙ୍କ ଖଣ୍ଡା ୩.୪ କୋଟିରେ ହେଲା ନିଲାମ।

 

*🙏 ସୁପ୍ରଭାତ 🙏*

 

Happy Children’s Day 🎁🎈

You may have missed