June 29, 2024

କୋରାପୁଟ ଜ଼ିଲ୍ଲା କୋଟପାଡ଼ କୋର୍ଟ ପରିସରରେ ବାର କାଉନସିଲ ସଭ୍ୟ ରମେଶ ପାତ୍ର ଙ୍କୁ ସମ୍ବର୍ଦ୍ଧନା

Share

କୋରାପୁଟ ଜ଼ିଲ୍ଲା କୋଟପାଡ଼ କୋର୍ଟ ପରିସରରେ ବାର କାଉନସିଲ ସଭ୍ୟ ରମେଶ ପାତ୍ର ଙ୍କୁ ସମ୍ବର୍ଦ୍ଧନା

କୋରାପୁଟ ଜ଼ିଲ୍ଲା କୋଟପାଡ଼ କୋର୍ଟ ପରିସରରେ ଓକିଲ ସଂଘର ସଭାପତି ମଣି ପ୍ରସାଦ ପଟ୍ଟନାୟକଙ୍କ ସଭାପତିତ୍ୱ ରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି।ଏହି ସଭାରେ ବାର କାଉନସିଲ ସଭ୍ୟ ରମେଶ ପାତ୍ର ଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା।ଅନ୍ୟ ମାନଙ୍କ ମଧ୍ୟ ରେ ନୂତନ ଭାବରେ ପ୍ରାକ୍ଟିସ ଆରମ୍ଭ କରିଥିବା ଯୁବ ଆଇନଜୀବି ଚନ୍ମୟ ଷଡ଼ଙ୍ଗୀ, ଜୟପୁର ଓକିଲ ସଂଘର ସଭାପତି ବିରେଶ ପଟ୍ଟନାୟକ, ଲିଙ୍ଗରାଜ ନାୟକ,ପଙ୍କଜ ପାତ୍ର, କିଶୋର ମିଶ୍ର, ଘନଶ୍ୟାମ ବିଶୋଇ, ଦଶରଥୀ ପଟ୍ଟନାୟକ,ମୁକ୍ତେଶର ନାୟକ, ଜିତେନ୍ଦ୍ର ନାଥ ମହାପାତ୍ର, ଦୁର୍ଗା ସାହୁ ଗୁପ୍ତ ବେହେରାଙ୍କ ସମେତ ସମସ୍ତ ଓକିଲ ବନ୍ଧୁ ମାନେ ଉପସ୍ଥିତ ରହି ଆଗାମୀ କାର୍ଯ୍ୟକ୍ରମ ବିଷୟ ରେ ଆଲୋଚନା କରିଥିଲେ ସମସ୍ତେ ମିଳିମିଶି କାମ କରିବା ବୋଲି ପାତ୍ର ପ୍ରତିଶୃତି ଦେଇଥିବାର ଜଣାଯାଇଛି।
(କୋରାପୁଟ ଜ଼ିଲ୍ଲା ପ୍ରତିନିଧି ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଖବର ଉପାନ୍ତ ଓଡିଶା)