June 13, 2026

ବିଧାନ ସଭା ଘେରାଉ କରିବା ପାଇଁ କୋଟପାଡ଼ ବ୍ଲକର ସରପଞ୍ଚ ସଂଘର ଯାତ୍ରା ଆରମ୍ଭ

IMG-20230914-WA0009
Share

ବିଧାନ ସଭା ଘେରାଉ କରିବା ପାଇଁ କୋଟପାଡ଼ ବ୍ଲକର ସରପଞ୍ଚ ସଂଘର ଯାତ୍ରା ଆରମ୍ଭ

କୋରାପୁଟ ଜ଼ିଲ୍ଲା କୋଟପାଡ଼ ସରପଞ୍ଚ ସଂଘ ଆସନ୍ତା କାଲି ହେବାକୁ ଥିବା ବିଧାନ ସଭା ଘେରାଉ ରେ ଯୋଗ ଦେବା ନିମନ୍ତେ ଆଜି ଯାତ୍ରା ଆରମ୍ଭ କରିଥିବା ଜଣାଯାଇଛି. ସୂଚନା ଅନୁଯାଇ ତ୍ରୀସ୍ତରିୟ ପଞ୍ଚାୟତ ରାଜ ବ୍ୟବସ୍ଥା କୁ ଅଣ ଦେଖା କରି ପଞ୍ଚାୟତ ରାଜ ବ୍ୟବସ୍ଥା କୁ ଅସିମ୍ବାଧାନିକ ଭାବେ କ୍ଷୁର୍ଣ୍ଣ କରୁଥିବାରୁ 15ଦଫା ଦାବୀ ମାନ୍ୟବର ମୁଖ୍ୟ ମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କୁ ଉପସ୍ଥାପନ କରାଯାଇଛି କିନ୍ତୁ ଏ ପର୍ଯ୍ୟନ୍ତ କୌଣସି ନିଷ୍କର୍ଷ ବାହରି ପାରି ନ ଥିବାରୁ ଆସନ୍ତା କାଲି ବିଧାନ ସଭା ଘେରାଉ କରିବା ପାଇଁ 17ଗୋଟି ପଞ୍ଚାୟତ ର ସରପଞ୍ଚ ମାନେ ଯାଉ ଥିବାରୁ କୌଣସି ଉନ୍ନୟନ କାମର ଆର୍ଥିକ ପ୍ରଦାନ କରା ନ ଯାଉ. ବୋଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମତୀ ସ୍ନେହ ପ୍ରଭା ମାଝୀଙ୍କୁ ଲିଖିତ ଜଣାଇ ଥିବାର ଜଣା ଯାଇଛି. ବି ଡି ଓ ଙ୍କ ପ୍ରୋକଷ୍ଟ ରେ ଦାବୀ ପତ୍ର ପ୍ରଦାନ ସମୟ ରେ ସରପଞ୍ଚ ଶ୍ରୀମତୀ କୋମଳା ପୂଜାରୀ. ତ୍ରିନାଥ ମାଝୀ,ବୁଦାଇ ମାଝୀ,ଦିନ ମଣି ରନ୍ଧାରୀ. ଦେବ ମାଝୀ,ପୂର୍ଣ୍ଣ ନାୟକ,ଜଗ ମୋହନ ମାଝୀ,ସହଦେବ ପୂଜାରୀ. ବନିତା ନାୟିକ ଙ୍କ ସମେତ ସମସ୍ତ ସରପଞ୍ଚ ଉପସ୍ଥିତ ଥିବାର ଜଣାଯାଇଛି. କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଖବର ଉପାନ୍ତ ଓଡିଶା I