ୟୂକୋବ୍ୟାଙ୍କ ବେଗୁନିଆ ଶାଖା ତରଫରୁ ରାମଚଣ୍ଡି ସରକାରି ପ୍ରାଥମିକ ବିଦ୍ୟାଳୟ ଚକାପଦାଠାରେ ହର ଘରେ ତ୍ରିରଙ୍ଗା ଓ ବୃକ୍ଷରୋପଣ କାର୍ଯ୍ୟର୍କମ

ବେଗୁନିଆ ବ୍ଲକ (ଉପାନ୍ତଖବର ମାନସ ରଞ୍ଜନ କର) ୧୪/୮/୨୦୭୬ରିଖ ଶୁକ୍ରବାର ଅପରାହ୍ନ ୨ ଘଟିକା ସମୟରେ ରାମ ଚଣ୍ଡିସରକାରିପ୍ରାଥମିକ ବିଦ୍ୟାଳୟ ଚକାପଦା ସଭାଗୃହରେ ୟୁକୋ ବ୍ୟାଙ୍କ ବେଗୁନିଆ ଶାଖା ପ୍ରୟୋଜିତ ହର ଘର ତ୍ରିରଙ୍ଗା ଓ ବୃକ୍ଷରୋପଣ କାର୍ଯ୍ୟକ୍ରମକୁ SMC ସଭାପତି ଅରୁଣ କୁମାର ବେହେରା ମୁଖ୍ୟଅତିଥି ଅରୁନ୍ଧତି ଦାସ ଶାଖା ପରିଚାଳକ ଯୁକୋ ବ୍ୟାଙ୍କ ବେଗୁନିଆ, ସ୍ୱତନ୍ତ୍ର ଅତିଥି କଳ୍ପନା ସାସମଳ ଅତିରିକ୍ତ ଗୋଷ୍ଠି ଉନ୍ନୟନ ଅଧିକାରି ବେଗୁନିଆ, ମୁଖ୍ୟବକ୍ତା ସୁଶ୍ରି ଆ କାଂକ୍ଷା ରାଉତ, ସମ୍ମାନିତ ଅତିଥି ବିଜୟ କୁମାର ବେହେରା ସଭାପତି ପଞ୍ଚସଖା ଶିକ୍ଷା ସେତୁ ସଂଗଠନ SMCର ସଭ୍ୟ ସଭ୍ୟା ଗ୍ରାମବାସି ଶିକ୍ଷାବିତ ତଥା ଛାତ୍ର ଛାତ୍ରି ଉପସ୍ଥିତ ଥିଲେ ପ୍ରଥମେ ଶ୍ରୀଶ୍ରୀ ଜଗନ୍ନାଥଙ୍କ ପଦ ପଙ୍କ ଜରେ ମଞ୍ଚାସିନ ଅତିଥିମାନେ ପୁଷ୍ପ ଚନ୍ଦନ ଧୂପ ଦୀପ ପ୍ରଜ୍ୱଳନ ପୂର୍ବକସଭାରେ ଶୁଭାରମ୍ଭ କରିଥିଲେ ଛାତ୍ରି ମାନେ ସଂଧ୍ଯା ମନ୍ତ୍ର ଓ ଦେସାତ୍ମବୋଧକ ଗିତ ପରିବେଶଣ କରିଥିଲେ ପ୍ରଧାନଶିକ୍ଷକ ବସନ୍ତ କୁମାର ପ୍ରହରାଜ ପ୍ରାରମ୍ଭିକ ସୂଚନା ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ସହକାରି ଶିକ୍ଷୟତ୍ରି ଶୁଭସ୍ମିତା ପାଟଯୋଶି ଓ ତୁଳସି ମିଶ୍ର ମଞ୍ଜା ସିନ ଅତିଥିମାନଙ୍କୁ ଉପାୟନ ଓ ଫୁଲତୋଡା ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ ମୁଖ୍ୟ ଅତିଥି ଓ ମଞ୍ଚାସିନ ଅତିଥିମାନେ ଜାତିୟତା ମନ୍ନରେ ଉଦ୍ବୋଧ ହେବାକୁ ପରାମର୍ସ ପ୍ରଦାନ କରିଥିଲେ ବନ୍ଦେ ମାତରଂ ଗାନର ୧୫୦ ବର୍ଷ ପୂର୍ତ୍ତି ଅବସରରେ ସମସ୍ତେ ସାମୁହିକ ବନ୍ଦେମାତରଂ ଗାନ କରାଯାଇଥିଲା ପରିଶେଷରେ ପ୍ରଧାନଶିକ୍ଷକ ବସନ୍ତ କୁମାର ପ୍ରହରାଜ ଧନ୍ୟବାଦଅର୍ପଣ କରିଥିଲେ ଓ ମଞ୍ଚାସିନ ଅତିଥିମାନଙ୍କ ଦ୍ଵାରାଔଷଧିୟ ବୃକ୍ଷର ଚାରା ରୋପଣ କରିଥିଲେ ଛାତ୍ରଛାତ୍ରୀମାନେ ବନ୍ଦେମାତରଂ ଇତ୍ୟାଦି ସ୍ଳୋଗାନ ପ୍ରଦାନ ପୂର୍ବକ ଜାତିପତ୍କା ପ୍ରଦର୍ଶନ ପୂର୍ବକ ଗ୍ରାମ ପରିକ୍ରମଣ କରିଥିଲେ
