June 20, 2026

ଅଗଷ୍ଟ ୧୬ ଶିକ୍ଷକ ଦାବି ଦିବସ, ସମବେତ ହେବେ ବିଭିନ୍ନ ଶିକ୍ଷକ ସଂଗଠନ l

IMG-20240814-WA0010
Share

ଓଡିଶା ସ୍କୁଲ ଶିକ୍ଷକ ଓ କର୍ମଚାରୀ ସମୋନୟ ସମିତି ରାଜ୍ୟର ଶିକ୍ଷା ବ୍ୟବସ୍ଥା ତଥା ଛାତ୍ରଛାତ୍ରୀ ମାନଙ୍କ ସମସ୍ୟାକୁ ନେଇ ଯଥା ଅନୁଦାନ ଯୋଗ୍ୟ ସ୍କୁଲ କଲେଜକୁ ଅନୁଦାନ ପ୍ରଦାନ କରିବା, ରାଜ୍ୟର ସମସ୍ତ ଅନୁଦାନପ୍ରାପ୍ତ ବିଦ୍ୟାଳୟକୁ ଓ ମହାବିଦ୍ୟାଳୟକୁ ଚାକିରୀ ସର୍ତବଳୀ ସହିତ ସହ ସରକାରୀ ଅନୁଷ୍ଠାନ ରେ ପରିଣତ କରିବା ସହିତ ପେନସନ ପ୍ରଦାନ କରିବା ଏବଂ ପୂର୍ଣ୍ଣ ଅନୁଦାନ ରୁ ବଞ୍ଚିତ ହୋଇଥିବା ବିଦ୍ୟାଳୟ ଗୁଡିକୁ ପୂର୍ଣ୍ଣ ଅନୁଦାନ ପ୍ରଦାନ କରିବା ସହିତ ବିଭିନ୍ନ ଦାବିକୁ ନେଇ ଆଗାମୀ ଅଗଷ୍ଟ ୧୬ ଦାବି ଦିବସରେ ଭୁବନେଶ୍ୱର ଲୋୟର ପିଏମଜି ଠାରେ ଓସ୍ତା, ଓଲଷ୍ଟା, ସଂସ୍କୃତ ଟୋଲ, ମଦ୍ରାସା, ଅବସରପ୍ରାପ୍ତ ୬୬୨ବର୍ଗ କଲେଜ କର୍ମଚାରୀ ଓ ଶିକ୍ଷକ ସଂଘ ଆଜି ପୁରୀଜିଲ୍ଲା ଓଷ୍ଟା ସଭାପତି ବିଜୟ କୁମାର ବରାଳଙ୍କ ସଭାପତିତ୍ବ ରେ ଜିଲ୍ଲା ଓଷ୍ଟା କାର୍ଯ୍ୟାଳୟ ରାମଚଣ୍ଡୀ ସାହିଠାରେ ପୁରୀଜିଲ୍ଲା ତରଫରୁ କନଭେନସନ କରାଯାଇଛି l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ