ଆଜିର ଖବର..
➡️ସୁଭଦ୍ରା ଯୋଜନା ! ରାକ୍ଷୀ ପୂର୍ଣ୍ଣିମାରେ ଆସିପାରେ SOP
ଖୁବଶୀଘ୍ର ସୁଭଦ୍ରା ଯୋଜନା ଆବେଦନ । ସୁଭଦ୍ରା ଯୋଜନାର ପ୍ରାଥମିକ ନିୟମ ସ୍ଥିର କଲାଣି ବିଭାଗ ।
➡️ଆକ୍ସନ ମୋଡରେ MSME ମନ୍ତ୍ରୀ, ଓ-ହବ୍ ବିରୋଧରେ ତଦନ୍ତ ନିର୍ଦ୍ଦେଶ
୩ ଜଣିଆ ସଦସ୍ୟଙ୍କୁ ନେଇ ଗଠିତ କମିଟି କରିବ ତଦନ୍ତ । ଅଗଷ୍ଟ ୨୧ ସୁଦ୍ଧା ତଦନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ।
➡️ବଦଳିବ ୟୁନିଭରସିଟି ଆଇନ୍- ୨୦୨୦, କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଚିଠି ପରେ ତେଜିଲା ପଲିଟିକ୍ସ
ବଦଳିବ ୟୁନିଭରସିଟି ଆଇନ୍- ୨୦୨୦ । ରାଜନୈତିକ ଉଦ୍ଦେଶ୍ୟରେ ନବୀନ ସରକାର ନିୟମ ବଦଳାଇଥିବା ଅଭିଯୋଗ ।
➡️ନବୀନ ସରକାରରେ ଅଫିସରଙ୍କ ଘରେ ଥିଲା ମିନି ରତ୍ନଭଣ୍ଡାର: ବିଜେପି
ବିଜେଡି ଅମଳରେ ଇଞ୍ଜିନିୟରଙ୍କ ବାଟ ଦେଇ ଚାଲିଥିଲା କି ଦୁର୍ନୀତି ? ୧୫ ଦିନରେ ଧରାପଡ଼ିଲେଣି ଚାରି ଚାରି ଜଣ କୁବେର ଯନ୍ତ୍ରୀ ।
➡️କାମରେ ଆସୁନି ଜୟପୁର ସହରର ବସ୍ ଟର୍ମିନାଲ, ୬ ମାସ ପରେ ବି ଅଚଳ !
ପୁରୁଣା ବସଷ୍ଟାଣ୍ଡରେ ବଢୁଛି ଭିଡ଼, ଲୋକେ ହଇରାଣ । ଜିଲ୍ଲାପାଳ କହିଲେ OSRTC କର୍ତ୍ତୃପକ୍ଷଙ୍କ ସହ ହେବ ଆଲୋଚନା ।
➡️ବାଂଲାଦେଶୀ କହି ଓଡ଼ିଶାରୁ ଫେରିବାଲାଙ୍କୁ ତଡ଼ିବା ଘଟଣା, ୨ଶହରୁ ଊର୍ଦ୍ଧ୍ୱ ଲୋକ ପଶ୍ଚିମବଙ୍ଗରେ ଅଟକ
➡️ଖଣ୍ଡିଡଙ୍ଗରୀଗୁଡା ଠାରେ ବିଦ୍ୟୁତ୍ ଆଘାତରେ ଗୁରୁତର ଯୁବକଙ୍କ ମୃତ୍ୟୁ
ମଙ୍ଗଳବାର ଖଣ୍ଡିଡଙ୍ଗରୀଗୁଡା ଠାରେ ବିଦ୍ୟୁତ୍ ଆଘାତରେ ଗୁରୁତର ଜଣେ ଯୁବକଙ୍କୁ ଚିକିତ୍ସା ପାଇଁ କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ତାଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି।
➡️୬ ବର୍ଷ ପରେ କଲେଜକୁ ଫେରିବ ଛାତ୍ର ସଂସଦ ନିର୍ବାଚନ! କିଏ କରିବ ବାଜିମାତ? ABVP, BCJD ନା ନସୁଈ
➡️୬ ପଞ୍ଚାୟତ ସମିତିରେ ଅଧ୍ୟକ୍ଷ ନିର୍ବାଚନ, ରାଜନୈତିକ ଦଳଙ୍କ ପାଇଁ ଏସିଡ୍ ଟେଷ୍ଟ। ଶାସକ-ବିରୋଧୀକୁ ଘାରିଛି ଅନାସ୍ଥା ଭୟ
➡️ଭାପୁର, ରାଇଘର, ନର୍ଲା, କୁକୁଡାଖଣ୍ଡି, ଖଲ୍ଲିକୋଟ, କବିସୂର୍ଯ୍ୟନଗର। ଏହି ୬ ପଞ୍ଚାୟତ ସମିତିରେ ହେବାକୁ ଯାଉଛି ରାଜନୈତିକ ଦଳଙ୍କ ଏସିଡ୍ ଟେଷ୍ଟ। ଉପନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଏହା ସବୁ ରାଜନୈତିକ ଉଷ୍ଣତାକୁ ବଢ଼ାଇ ଦେଇଛି।
➡️ଛି ଛି! ବଡ଼ଡାକ୍ତରଖାନାରେ ବଡ଼ ପାପ, ଦୁଇ ମହିଳାଙ୍କୁ ଦୁଷ୍କର୍ମ
ସିନିଅର୍ ରେସିଡେଣ୍ଟ୍ ଡାକ୍ତରଙ୍କ ଜଘନ୍ୟ କାଣ୍ଡ
➡️ପୁଣି ଖୋଲିବ ୩ ହତ୍ୟା ମାମଲା ଫାଇଲ୍: ପୂର୍ବତନ ମନ୍ତ୍ରୀ ନବ ଦାସ, ସ୍ବାମୀ ଲକ୍ଷ୍ମଣାନନ୍ଦ ଓ ମମିତା ମେହର
ହତ୍ୟାକାଣ୍ଡର ରହସ୍ୟ ଫିଟାଇବେ ବିଜେପି ସରକାର