November 26, 2024

Day: August 14, 2024

ଆନ୍ଧ୍ର କୁ ଚୋରା କାଠ ଚାଲାଣ : ମାଡ଼ି ବସିଲା ବନ ବିଭାଗ

  ଗୁଣପୁର ,  ଆନ୍ଧ୍ରପ୍ରଦେଶ କୁ ହେଉଥିଲା ମୂଲ୍ୟବାନ କାଠ ଚୋରା ଚାଲାଣ । ମାଲେମାଲ ହେବା ଲକ୍ଷ୍ୟ ନେଇ ଜଙ୍ଗଲ ରୁ ମୂଲ୍ୟବାନ କାଠ ଆନ୍ଧ୍ରପ୍ରଦେଶ...

ଉପାନ୍ତ ଖବର ର ମହା ପ୍ରଭାବ ଖବର ବାଜିଲା ରାସ୍ତା କାର୍ଯ୍ୟ ଆରମ୍ଭ ହେଲା ..

  ଗୁଣୁପୁର,  ରାୟଗଡା ଜିଲ୍ଲା ଗୁଣୁପୁର ଅଞ୍ଚଳରେ ମଧ୍ୟମ ଧରଣର ବର୍ଷା ଲାଗି ରହିଥିଲା । ଫଳରେ ସହରର ନୀଳାଦ୍ରି ବିହାର, ବଳରାମ ନଗର, ବାଇପାସ ଛକ...

ପିପୁଲ୍ସ କଲେଜ ରାଜନୀତି ବିଜ୍ଞାନ ବିଭାଗର ଆଲୋଚନା ଚକ୍ର 

ବୁଗୁଡା : ତା ୧୪/୦୮/୨୪ : ସ୍ଥାନୀୟ ପିପୁଲ୍ସ କଲେଜର ସମ୍ମିଳନୀ କକ୍ଷରେ ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ଆଇକ୍ୟୁଏସି ସହଯୋଗରେ ଶୀର୍ଷକ " ପଲିଟିକାଲ୍ ପାର୍ଟିସ୍...

ଟେକ୍ସାସ କମ୍ପାନୀ ର କୃଷି ଉପକରଣ ସୋରୁମ୍ ଉଦଘାଟିତ

ରାୟଗଡ଼ା: ଆଜି ରାୟଗଡ଼ା ସହର ସ୍ଥିତ ସାଇପ୍ରିୟା ନଗର ରିଲିଏନ୍ସ ମାର୍ଟ ନିକଟରେ ଅମ୍ରିତା ଅଗ୍ରୋ ଏଣ୍ଟରପ୍ରାଇସ ଦ୍ଵାରା ଟେକ୍ସାସ କମ୍ପାନୀ ର କୃଷି ଉପକରଣ ସୋରୁମ୍...

ଆବାସ ଦୁର୍ନୀତି କୁ ନେଇ ଅସନ୍ତୋଷ କୋଟପାଡ଼ ପଞ୍ଚାୟତ ସମିତି ବୈଠକ

      କୋରାପୁଟ ଜ଼ିଲ୍ଲା କୋଟପାଡ଼ ପଞ୍ଚାୟତ ସମିତି କାର୍ଯା ଳୟ ପରିସର ରେ ସମିତି ବୈଠକ ବହୁ ବିଳମ୍ବ ରେ ଆରମ୍ଭ ହୋଇ ଯାଇଛି...

ବଙ୍ଗଲାଦେଶରେ ନିଆଁ ଗୁଣୁପୁର ରେ ଧୂଆଁ

ଗୁଣପୁର -(ସୁରେନ୍ଦ୍ର ମହାନ୍ତି )ହିନ୍ଦୁ ଓ ସଂଖ୍ୟାଲଘୁ ଗୋଷ୍ଠୀ ଙ୍କ ଉପରେ ଅତ୍ୟାଚାର ଦିନକୁ ଦିନ ବଙ୍ଗଳାଦେଶରେ ବଢ଼ି ଚାଲିଛି । ହିନ୍ଦୁ ଧର୍ମର ଉପାସନା ସ୍ଥଳୀ,...

ଗଜପତି:- ପିଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ଓ ଜେଏନଭି: ରେ ଦେଶ ବିଭାଜନ ବିଭୀଷିକା ସ୍ମରଣ ଦିବସ ଅବସରରେ ମେଗା ଫଟୋ ପ୍ରଦର୍ଶନୀ

ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଉପକଣ୍ଠ ବେତାଗୁଡ଼ା ଠାରେ ଥିବା ଭାରତ ସରକାରଙ୍କ ନିର୍ଦ୍ଦେଶ କ୍ରମେ ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ଓ ପିଏମଶ୍ରୀ ଜବାହର ନବୋଦୟ ବିଦ୍ୟାଳୟ ପରିସରରେ...

ବେଲଗୁଣ୍ଠାରେ ବିଜେପି ପକ୍ଷରୁ ହରଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ

  ବେଲଗୁଣ୍ଠା, 14/08, ବେଲଗୁଣ୍ଠା ବ୍ଳକ୍ ର ବିଭିନ୍ନ ଗ୍ରାମରେ ବିଜେପି ପକ୍ଷରୁ ହରଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ସୋରଡ଼ା ବିଧାୟକ ନୀଳମଣି ବିଷୋୟୀଙ୍କ...

ବେଲଗୁଣ୍ଠାରେ ନିଶା ନିବାରଣ ବ୍ରତ ପାଳନ ପ୍ରସ୍ତୁତି ବୈଠକ

  ବେଲଗୁଣ୍ଠା, 14/08, ଆସନ୍ତା ରାକ୍ଷୀ ପୂର୍ଣ୍ଣମୀରେ ନିଶା ନିବାରଣ ବ୍ରତ ପାଳନ ନିମନ୍ତେ ସମ୍ବାଦ ସାହିତ୍ୟ ଘର ରାଜ୍ୟ ମୁଖ୍ୟ ସୌମ୍ୟରଞ୍ଜନ ପଟ୍ଟନାୟକ ଆହ୍ୱାନ କରିଥିବା...

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ରେ ସୁବର୍ଣ୍ଣ ପ୍ରାସନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ …

ପଦ୍ମପୁର : ୧୪/୦୮/୨୪(ଉପାନ୍ତ ଖବର)ପଦ୍ମପୁର ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ର ଶିଶୁ ବାଟିକା ବିଭାଗର ସୁବର୍ଣ୍ଣ ପ୍ରାସନ୍ନ ସଂସ୍କାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ...

You may have missed

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.