March 10, 2026

ବରପଦର ଆଦର୍ଶ ବିଦ୍ୟାଳୟରେ ବନମହୋତ୍ସବ

IMG-20250714-WA0066
Share

 

 

ସୁରେନ୍ଦ୍ର କଠାର(ବରଗଡ)

 

ବରଗଡ ଜିଲା ଭେଡେନ ବ୍ଲକର ବରପଦର ସ୍ଥିତ ଆଦର୍ଶ ବିଦ୍ୟାଳୟରେ ଆଜି ବିଦ୍ୟାଳୟର ଅଧ୍ଯକ୍ଷ ବିକର୍ତ୍ତନ ପରିଡାଙ୍କ ନେତୃତ୍ବରେ ବନ ବନମହୋତ୍ସବ ଅନୁଷ୍ଠିତ ହୋଇଯାଇଛି |ଏଥିରେ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ମୀରା ମହାକୁର,ସମିତିସଭ୍ୟା ପଂକଜିନି ପଶାୟତ,ବନରକ୍ଷକ ଲୋକେଶ୍ବର ଭୋଇ,ସରୋଜ ପଶାୟତ,ଉମାକାନ୍ତ ମହାକୁରଙ୍କ ସମେତ ବିଦ୍ୟାଳୟର ଟିଚର ଛାତ୍ରଛାତ୍ରୀ,ପ୍ରମୁଖ ଯୋଗଦେଇ ବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରକାରର ଚାରା ରୋପଣ କରିଥିଲେ |