March 11, 2026

କେନ୍ଦୁଝର ର ଏସ୍ ପି ଙ୍କୁ ସାକ୍ଷତ କଲେ ଝାନ୍ସୀରାଣୀ ଦାସ

IMG-20230714-WA0052
Share

କେନ୍ଦୁଝର ର ଏସ୍ ପି ଙ୍କୁ ସାକ୍ଷତ କଲେ ଝାନ୍ସୀରାଣୀ ଦାସ

କେନ୍ଦୁଝର ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପଯ୍ୟସ୍ତ ହୋଇଥିବା ବେଳେ ଗତ ୨୫ମେ ରେ ନୂଆକରି ଯୋଗ ଦେଇଥିବା ଏସ ପି ଶ୍ରୀ କୁସଲକର ନୀତିନ ଦଗୁଡୁଙ୍କ ସହ ଆନନ୍ଦପୁର ର ଆଇନ୍ ଶୃଙ୍ଖଳା ଓ ବର୍ତ୍ତମାନ ଯେଉଁ ଭଳି ଭାବେ ଆନନ୍ଦପୁରରେ ଦୀନ ଦ୍ୱିପ୍ରହରରେ ନିଶା ଦେଇ ଲୁଟ୍ କରାଯାଉଛି ଏବଂ ଗାଡ଼ି ଚୋରିଠୁ ଆରମ୍ଭ କରି ମଦ ବେପାର ପ୍ରତ୍ୟେକ ଗାଁ ମାନଙ୍କ ରେ ସକ୍ରିୟ ହେଉଥିବା ବେଳେ ଏଥିରେ ଯୁବ ପୀଢ଼ି ମାନେ ନିଶାସକ୍ତ ହୋଇ ଅବାଟକୁ ଯାଉଛନ୍ତି ତାହାକୁ କିଭଳି ରୋକା ଯାଇ ପାରିବ ସେଇ ବିଷୟରେ ଆଲୋଚନା କରିବା ସହ ପୁଷ୍ପଗୁଚ୍ଛ ଏବଂ ଉତ୍ତରୀୟ ପ୍ରଦାନ କରି ସ୍ବାଗତ ସମ୍ବର୍ଦ୍ଧନା ଜଣାଇ ସୋଜନ୍ୟ ମୂଳକ ଭାବେ ସାକ୍ଷାତ କଲେ ସମାଜସେବୀ ତଥା ଆଇନ୍ ଜିବୀ ଝାନ୍ସି ରାଣୀ ଦାସ୍।
କେନ୍ଦୁଝର ଜିଲ୍ଲା ରିପୋର୍ଟର ମନମୋହନ ନାୟକ।