June 15, 2025

ରଜ ପାନ ପାଇଁ ପ୍ରସିଦ୍ଧ ମୋରଦା କଟ ପାନ ଦୋକାନ ପ୍ରବଳ ଭିଡ଼…

IMG-20250614-WA0042
Share

 

ମୋରାଦା ବଜାର ରେ ଥିବା କଟ ରଜ ପାନ ଦୋକାନ ରଜ ପାଇଁ ଚଳ ଚଞ୍ଚଳ ଏଠାରେ ବିଭିନ୍ନ ପ୍ରକାର ରଜ, ମିଠା ପାନ ମିଳେ, ଯଥା:- ବାନରସି ପାନ, ଚକୋଲେଟ ମିଠା ପାନ,fire ପାନ, ଚକୋ ଚିପ୍ସ ପାନ,ମୋହନା ପାନ ସାଧା ଆକାର ରେ ମିଳେ ସେହି ପରି କଡା ଆକାର ରେ ବାବା -୬୦୦

ବାବା -୩୦୦

ବାବା -୧୬୦

ବାବା -୧୨୦

ରତ୍ନା -୩୦୦

Tulsi00 ପାନ ମିଳେ

ବିଭିନ୍ନ ଆକୃତି ରେ ରଙ୍ଗ ବେରଙ୍ଗ ଲବଙ୍ଗ କଷା, ଚେରୀ କଷା ପାନ ମିଳେ। କଟ ପାନ ଦୋକାନ କୁ ମୟୂରଭଞ୍ଜ , ବାଲେଶ୍ୱର,west ବେଙ୍ଗଲ ରୁ ଲୋକ ଆସି ସ୍ଵାଦିଷ୍ଟ ପାନ ଖାଇ ରଜ ର ମଜା ଉଠାନ୍ତି। କଟ ପାନ ଦୋକାନ ର ମାଲିକ ବିଭୂତି ରାଉତ୍ କୁହନ୍ତି ପ୍ରତ୍ୟେକ ବର୍ଷ ଅପେକ୍ଷା ଏହି ବର୍ଷ ପାନ ର ଚାହିଦା ଅଧିକ ରହିଛି। ଏଠାରେ ପାନ ଅନଲାଇନ ରେ ଅର୍ଡର୍ ନିଆ ଯାଏ ଓ ହୋମ ଦେଲାଇଭରୀ କରାଯାଏ।

ମୟୂରଭଞ୍ଜ ମୋରଦା ରୁ ବିଭୂତି ରାଉତ ଙ୍କ  ରିପୋର୍ଟ