March 11, 2026
ajiro khabar
Share

 

 

୧-ଇରାନ – ଇସ୍ରାଏଲ ଯୁଦ୍ଧ:୨୦୦ ଯୁଦ୍ଧ ବିମାନରୁ ଇସ୍ରାଏଲର ମିଶାଇଲ୍ ମାଡ଼,ଇରାନର ଜବାବୀ ଆକ୍ରମଣ।

 

୨-ଭୁବନେଶ୍ୱର:ସରକାରୀ କର୍ମଚାରୀଙ୍କ ପାଇଁ କଡ଼ାକଡ଼ି ହେଲା ବାୟୋମେଟ୍ରିକ ଉପସ୍ଥାନ, ରେକର୍ଡ ହେବ ଇନ-ଆଉଟ ସମୟ।

 

୩-ଭୁବନେଶ୍ୱର:ସିଙ୍ଗିଲ ୱିଣ୍ଡୋରେ ୧୭ ପ୍ରକଳ୍ପକୁ ମଞ୍ଜୁରୀ, ରାଜ୍ୟରେ ୩୮୭୮.୮୬ କୋଟିର ପୁଞ୍ଜି ନିବେଶକୁ ମିଳିଲା ମଞ୍ଜୁରୀ।

 

୪-ପ୍ରତି ପଞ୍ଚାୟତରେ ଖୋଲିବ ଜନ ପୋଷଣ କେନ୍ଦ୍ର, କମ୍ ଦରରେ ମିଳିବ ଅଟା, ଚିନି, ଲୁଣ:ଖାଦ୍ୟ- ଯୋଗାଣ ମନ୍ତ୍ରୀ

 

୫-ସଂଧ୍ୟାରେ ରଜ ବଜାର, ଅସମ୍ଭାଳ ଭିଡ଼, ସତସଙ୍ଗ୍ ବିହାରରୁ ପଳାଶୁଣି ଯିବାକୁ ଲାଗୁଛି ୪୦ ମିନିଟ୍।

 

୬-ଯାଜପୁରରେ ଝାଡ଼ାବାନ୍ତି ପାଇଁ ସମସ୍ତ ସରକାରୀ କର୍ମଚାରୀଙ୍କ ରଜ ଛୁଟି ବାତିଲ।

 

୭-ଭୁବନେଶ୍ୱର:ସ୍ପେଶାଲ୍ ସ୍କ୍ବାଡ୍ ପଞ୍ଜାରେ ୫ ବନ୍ଧୁକ ବେପାରୀ,୬ ବନ୍ଧୁକ,୧୮ ଗୁଳି ଜବତ।

 

୮-ଯାଜପୁର ପରେ ଭଦ୍ରକକୁ ଡେଇଁଲାଣି ଝାଡ଼ାବାନ୍ତି; ୧୦ ବ୍ଲକର ଶତାଧିକ ଗାଁ ପ୍ରଭାବିତ।

 

୯-ପୁରୀ:ରଥ ରଙ୍ଗ ଓ କନା ମଣ୍ଡଣି କାମ ଆରମ୍ଭ,ଆଜି ଟୁଙ୍ଗୁରା ହେବ ତୃତୀୟ ଭୂଇଁ।

 

୧୦-ଗୃହରକ୍ଷୀଙ୍କ ଭତ୍ତା ବୃଦ୍ଧି କଲେ ସରକାର,୨୦୨୫ ଜାନୁଆରୀ ପହିଲାରୁ ପିଛିଲା ଭାବେ ଏହା ଲାଗୁ ହେବ।

 

୧୧-କେନ୍ଦୁଝର,ଠାକୁରଡ଼ିହି ଛକ:ମର୍ମନ୍ତୁଦ ସଡ଼କ ଦୁର୍ଘଟଣା , ୩ ଯୁବକ ମୃତ।

 

୧୨-ରଥଯାତ୍ରା ସୁରକ୍ଷା ଚିନ୍ତା, ପୁରୀ ରେଲଓ୍ବେ ଷ୍ଟେସନରେ ଆତଙ୍କବାଦୀ ଆକ୍ରମଣର ମୁକାବିଲା ନେଇ ହେଲା ମକଡ୍ରିଲ୍

 

୧୩-ମାଲକାନଗିରି ପୁଲିସକୁ ମିଳିଛି ବଡ ସଫଳତା, ଆଠ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିବା ହାର୍ଡକୋର ମାଓବାଦୀ ଗିରଫ।

 

୧୪-ସକାଳୁ ସକାଳୁ ତାଜା ଖବର/ ସୂଚନା ପାଇଁ ଫଲୋ କରନ୍ତୁ ଏହାକୁ

Upantakhabar.com

 

୧୫-ପୁଣି ଭାଙ୍ଗିଲା ସବୁ ରେକର୍ଡ; ସୁନା ଦାମ୍‌ ଟପିଲା ଲକ୍ଷେ ଟଙ୍କା।

 

୧୬-ଅହମ୍ମଦାବାଦରେ ଘଟିଥିବା ବିମାନ ଦୁର୍ଘଟଣାର ତଦନ୍ତ ଜାରି, ହଷ୍ଟେଲ ଛାତରୁ ମିଳିଲା ବ୍ଲାକ ବକ୍ସ।

 

୧୭-ଭୀଷଣ ଗ୍ରୀଷ୍ମରେ ଗୁରୁତର ହେଲା ଦିଲ୍ଲୀ ଜଳ ସଂକଟ, ୱଜିରାବାଦ ଓ ଚନ୍ଦ୍ରାବଲ ପ୍ଲାଣ୍ଟରୁ ଜଳଯୋଗାଣ ୩୦% ହ୍ରାସ।

 

୧୮-ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ପରେ ସମସ୍ତ ବୋଇଙ୍ଗ ବିମାନର ଅତିରିକ୍ତ ସୁରକ୍ଷା ଯାଞ୍ଚ ନିର୍ଦ୍ଦେଶ।

 

୧୯-ଅବଦୋଲରହିମ୍ ମୁସାଭି ଇରାନର ନୂଆ ସାମରିକ ମୁଖ୍ୟ ନିଯୁକ୍ତ।

 

୨୦-ଇରାନର ଆଣବିକ କେନ୍ଦ୍ର ଉପରେ ପୁଣି ବୋମା ମାଡ କଲା ଇସ୍ରାଏଲ, ଟ୍ରମ୍ପଙ୍କ ଧମକ ପରେ ଆକ୍ସନରେ ନେତନ୍ୟାହୁ।