April 29, 2026

ଖଣି ଅଧିକାରୀଙ୍କୁ ଆତର୍କିତ ଆକ୍ରମଣ..

IMG-20240614-WA0000
Share

ଖଣି ଅଧିକାରୀଙ୍କୁ ଆତର୍କିତ ଆକ୍ରମଣକାଶୀନଗର ଥାନା ଅନ୍ତର୍ଗତ ଖଣ୍ଡଵା ଗ୍ରାମ ରେ ଆଜି ଗଜପତି ଜିଲ୍ଲା ଖଣି ଅଧିକାରୀ ବିପିନ ପରିଡା ଚୋରା ବାଲି ଗାଡିକୁ ଚଢ଼ାଉ କରି ଧରିବା ବେଳେ ଲୋକଙ୍କ ଦ୍ୱାରା ଆକ୍ରମଣ ର ଶିକାର ହୋଇଥିବା ଖଣି ଅଧିକାରୀ ନିଜେ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସୂଚନା ଦେଇଛନ୍ତି. ଖଣି ଅଧିକାରୀ କହିବା ଅନୁସାରେ ପ୍ରାୟ 30 ବାଲି ବୋଝେଇ ଗାଡି ଖଣ୍ଡଵା ଗ୍ରାମରୁ ଚୋରାରେ ଯାଉଥିବା ସୂଚନା ପାଇ ଗାଡି ଗୁଡିକୁ ଜବତ କରିବା ପାଇଁ ଯାଇ ଲୋକଙ୍କ ଦ୍ୱାରା ଅତର୍କିତ ଆକ୍ରମଣ ର ଶିକାର ହୋଇଥିଲେ. ଆଜି କାଶୀନଗର ଥାନାରେ କେସ ନଂ 78 /24 ରେ ଏକ ମାମଲା ରୁଜୁ କରି ପୋଲିସ ଅଧିକ ତଦନ୍ତ କରୁଥୁବା ସୂଚନା ମିଳୁଛି.

You may have missed