March 7, 2026

ପଞ୍ଚାୟତ ସ୍ତରୀୟ ପ୍ରିମିୟର ଲିଗ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ….

kij
Share

 

ବୋଲଗଡ଼,୧୪/୦୫ (ଉପାନ୍ତ ଖବର): ବୋଲଗଡ଼ ସ୍ଥିତ ବେଣାଗାଡିଆ ଭାଗବତ ଦେବ ମ.ଇ ସ୍କୁଲ୍ ନିକଟସ୍ଥ ଖେଳ ପଡିଆରେ ଏଭରଗ୍ରୀନ୍ କ୍ଳବ୍ ତରଫରୁ ପଞ୍ଚାୟତ ସ୍ତରୀୟ ପ୍ରିମିୟର ଲିଗ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟର ସୁଭାରମ୍ଭ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟ ରେ କିସମତ୧୧,ମାହିଲଭର,ରାଇଜିଙ୍ଗ ଟ୍ୟାଲେଣ୍ଟ ଏବଂ ଲେଗ୍ ସାଇଡ ଲେଜେଣ୍ଡ୍ ପ୍ରଭୃତି ୪ଟିଦଳ ଅଂଶ ଗ୍ରହଣ କରିଛନ୍ତି ଏହା ୧୫ଦିନ ଚାଲୁରହିବ। ବିଜେତା ଦଳକୁ ସିଲସହିତ ୬୦୦୦ଟଙ୍କା ଏବଂ ଉପବିଜେତା ଦଳକୁ ସିଲସହିତ ୪୦୦୦ ଟଙ୍କା ପ୍ରଦାନ କରାଯିବ ବୋଲି ଏଭର ଗ୍ରୀନ କ୍ଲବ ତରଫରୁ ଏହା ସୁଚନା ମିଳିଛି।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)