April 15, 2025

ଗ୍ଲୋରିଅସ ଓଡ଼ିଶା ପାଳନ ଅବସରରେ ଗ୍ଲୋବାଲ ମଡେଲ ଇଣ୍ଡିଆ ଫେଶନ ଇନକ୍ଲୁଜିଭି ସୋ ତୃତୀୟ ସଂସ୍କରଣ ପୁରୀ ଠାରେ ଅନୁଷ୍ଠିତ ହୋଇଥିଲା।

Share

୧୪/୦୪/୨୪ (ଗୁପ୍ତେଶ୍ୱର ରଥ କୋରାପୁଟ) ଗ୍ଲୋରିଅସ ଓଡ଼ିଶା ପାଳନ ଅବସରରେ ଗ୍ଲୋବାଲ ମଡେଲ ଇଣ୍ଡିଆ ଫେଶନ ଇନକ୍ଲୁଜିଭି ସୋ ତୃତୀୟ ସଂସ୍କରଣ ପୁରୀ ଠାରେ ଅନୁଷ୍ଠିତ ହୋଇଥିଲା। ଏଥିରେ କୋରାପୁଟ ର ଝିଓ ହିନରଣୀ ପଟ୍ଟନାୟକ ଓଡିଶା ରୁ ପ୍ରତିନିଧତ୍ଵ କରି ଶ୍ରେଷ୍ଠ ମଡେଲ ଭାବେ ପୁରସ୍କୃତ ହୋଇଛନ୍ତି। ପ୍ରତିଯୋଗିତାରେ ଦେଶର ବିଭିନ୍ନ ପ୍ରାନ୍ତରୁ ଶତାଧିକ ପ୍ରତିଯୋଗୀ ଭାଗ ନେଇଥିଲେ। କୋରାପୁଟ ରାମନଗର ଅଞ୍ଚଳ ର ଭାସ୍କର ଚନ୍ଦ୍ର ପଟ୍ଟନାୟକ ଙ୍କ ଝିଅ ହିନାରଣୀ ମିସ୍ ଗର୍ଜିୟସ ସୋ ଟପ୍ପର ହୋଇଛନ୍ତି। ତିନ ଟି ପର୍ଯ୍ୟାୟ ରେ ପ୍ରତିଯୋଗୀତା ହୋଇଥିଲା ବେଳେ ହୀନରଣୀ କୋରାପୁଟ ଜିଲ୍ଲା ର ହସ୍ତତନ୍ତ୍ର ଶାଢ଼ୀ ପିନ୍ଧି ରେମ୍ପ ୱାକ କରି ଜର୍ଜ୍ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଏହା ପୂର୍ବରୁ ଓଡ଼ିଶା ଫୋଟୋ ଜେନିକ୍ ମିସ୍ ଗୋର୍ଜିୟସ ସୋ ଟପ୍ପର, ପରବ ସମ୍ମାନ ହିନାରାଣୀ ହାସଲ କରିଛନ୍ତି