March 8, 2026

ଆମ୍ବେଦକର ଜୟନ୍ତୀ ତଥା ହିନ୍ଦୁ ନବବର୍ଷ ଉପଲକ୍ଷେ ପଣାବଣ୍ଟନ। 

IMG-20230414-WA0004
Share

ଆମ୍ବେଦକର ଜୟନ୍ତୀ ତଥା ହିନ୍ଦୁ ନବବର୍ଷ ଉପଲକ୍ଷେ ପଣାବଣ୍ଟନ।

 

ବୋଲଗଡ଼, ୧୪/୦୪(ଉପାନ୍ତ ଓଡିଶା):ସମ୍ବିଧାନ ପ୍ରଣେତା ବୀ ଆର ଆମ୍ବେଦକର ଜୟନ୍ତୀ ତଥା ହିନ୍ଦୁ ନବ ବର୍ଷ ବିଷୁବ ସଂକ୍ରାନ୍ତି ଅବସରରେ ବୋଲଗଡ଼ ବ୍ଲକ୍ ଦଳେଇ ସାହି ପଞ୍ଚାୟତ ମାଣିକ ଗୋଡ଼ା ଠାରେ ଇମ୍ରାନ୍ ଖାନଙ୍କ ଆବାହକ ତ୍ବରେ ଆମ୍ ଆଦମୀ ପାର୍ଟୀ ତରଫରୁ ଏକ ସଦଭାବନା ପଣା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଓଡିଶା ଗୋତି ଶ୍ରମିକ ମୁକ୍ତି ଆନ୍ଦୋଳନ ର ସଭାପତି କଳାଙ୍ଗ ପଞ୍ଚାୟତ ର ଅକୃର୍ ସେଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଈ କାର୍ଯ୍ୟକ୍ରମ କୁ ଆନୁଷ୍ଠାନିକ ଭାବେ ଉଦଘାଟନକରି ଥିଲେ। ବିଧାନ ସଭା କ୍ଷେତ୍ରଆପ୍ ସଭାପତି କଳ୍ପତରୁ ପଣ୍ଡା ସମ୍ବିଧାନ ଓ ସଦଭାବନା ରକ୍ଷ୍ୟା ପାଇଁ ମାଣିକ ଗୋଡ଼ା ବାସୀଙ୍କର ଅବିସ୍ମରଣୀୟ ଅବଦାନ ଥିବା ସୂଚାଇ ଥିଲେ। ସମସ୍ତ କାର୍ଯ୍ୟକ୍ରମ ସୁଚାରୁ ରୁପେ ସମ୍ପାଦନ ପାଇଁ ଲକ୍ଷ୍ମୀଧର ମହାପାତ୍ର ଧନ୍ୟବାଦ ଅର୍ପଣ କରୀ ଥିଲେ

 

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)