November 25, 2024

ନୂତନ ବନଖଣ୍ଡ ଅଧିକାରୀଙ୍କ ଯୋଗଦାନ …

Share

ରାୟଗଡ:- ତ ୧୪.୦୨.୨୦୨୪ ରିଖ ରେ ଶ୍ରୀ ଓହୋଲ ସଚିନ ଆନ୍ନାସାହେବ,ଆଇ.ଏଫ.ଏସ ( ୨୦୨୧ ବ୍ୟାଚ ) ରାୟଗଡ଼ ବନଖଣ୍ଡ ର ନୂତନ ବନଖଣ୍ଡ ଅଧିକାରୀ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି । ସେ ଶ୍ରୀ ଏସ. ଆନନ୍ଦ, ଆଇ.ଏଫ.ଏସଙ୍କ ଠାରୁ ଭାର ଗ୍ରହଣ କରିଛନ୍ତି । ଏସ ଆନନ୍ଦ ଗଜପତି ଓ ରାୟଗଡ ଦୁଇଟି ଜିଲ୍ଲାରେ ଗତ ୫.୦୯.୨୩ରୁ ଆଜି ପର୍ଯନ୍ତ ଦୀର୍ଘ ୫ମାସ ଧରି ଦାୟିତ୍ୱ ତୁଲାଉଥିଲେ l ନୂତନ ବନଖଣ୍ଡ ଅଧିକାରୀ ଶ୍ରୀ ଆନ୍ନାସାହେବ ଏହାପୂର୍ବରୁ ଅନୁଗୁଳ ଜିଲ୍ଲାରେ ପ୍ରବେଶନର ଏସିଏଫ ଭାବରେ କାର୍ଯ୍ୟ ତୁଳlଉଥିଲେ l ନୂତନ ବନଖଣ୍ଡ ଅଧିକାରୀଙ୍କୁ ବିଭିନ୍ନ ମହୋଲରୁ ସ୍ୱାଗତ କରିଛନ୍ତି l(ସୁରେନ୍ଦ୍ର ମହାନ୍ତି )