ଉମରକୋଟ ରେ ଧାନ ମଣ୍ଡି ଉଦଘାଟିତ
ଉମରକୋଟ ରେ ଧାନ ମଣ୍ଡି ଉଦଘାଟିତ
(ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)
ଉମରକୋଟ – ନବରଙ୍ଗପୁର ଜିଲ୍ଲା ଉମରକୋଟ ଆରଏମସି ୟାର୍ଡ ଠାରେ ଧାନ ମଣ୍ଡି ଉଦ୍ଘାଟିତ ହେଇ ଯାଇଛି। ମୁଖ୍ୟ ଅତିଥି ଭାବରେ ଉମରକୋଟ ବିଧାୟକ ନିତ୍ଯ।ନନ୍ଦ
ଗଣ୍ଡ ଯୋଗ ଦେଇ ଏହାର ଶୁଭାରମ୍ଭ କରି ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପୌର। ଦକ୍ଷ।
ରାଧା ଭତ୍ର।, ବ୍ଲକ ଅଧ୍ୟକ୍ଷା ସୁଶୀଳା ମାଝୀ,
ଉମରକୋଟ ତହସିଲଦାର ମେଘ ବାନ ବାଘ, ପୂର୍ବତନ ନଗର ପାଳ ଝ।ଡେଶ୍ୱର ମହାନ୍ତି,
ରମେଶ ଚନ୍ଦ୍ର ସାହୁ, ଲେମ୍ପ ସଭାପତି ପୁସତମ ପୁଜାରୀ,ଶ୍ରମିକ ସଂଘ ସଭାପତି ଜିତେନ୍ଦ୍ର ଜେନା, ଆରଏମସି ସଭାପତି କୈଳାସ ଚନ୍ଦ୍ର ନାୟକ, ଉମରକୋଟ ଯୋଗାଣ ନିରୀକ୍ଷକ ଦାୟୀତ୍ବ ରେ ଥିବା ରାଇଘର ଯୋଗାଣ ନିରୀକ୍ଷକ ଦିପକ ପାତ୍ର, ଉମରକୋଟ ଲ୍ୟାମ୍ପ ଏମଡି ଅସିତ ରୟ, ଓ ସନାତନ ପଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି କିଶୋର ସାହୁ, ଜୀତେନ୍ଦ୍ର ମହାନ୍ତି, ଆପନା ସେଠୀ, ଜଗନ୍ନାଥ ପାଳ, ଭାଗିରଥି ସେଠୀ, ପ୍ରତାପ କେଶରୀ ସିଂ, କୁନୁ ସ।ନ୍ତ୍ର।, ଗଜେନ୍ଦ୍ର ନାୟକ, ବିନୋଦ ମହାନ୍ତି, ମନ୍ମତି ରାଓ, ବିଦ୍ୟାଧର ଜେନା ପ୍ରମୁଖ ବିଶିଷ୍ଟ ଚାଷୀ ଉପସ୍ଥିତ ଥିଲେ। ଗୌରୀ ପାଢ଼ୀ ଓ ପ୍ରଶାନ୍ତ ଦାସ ପ୍ରମୁଖ ମିଲ ମାଲିକ ଉପସ୍ଥିତ ଥିଲେ। ମଙ୍ଗଳବାର ଦିନ ଉମରକୋଟ, ବୁଧବାର ଦିନ ବେହେଡ।, ଗୁରୁବାର ଦିନ ସିଂସ।ରି, ଶୁକ୍ରବାର ଦିନ ଜାମ ରୁଣ୍ଡ।, ଶନି ବାର ସାନ ଭରଣ୍ଡି , ସୋମବାର ଦିନ କାର। ଗାଁ ଠାରେ ଧାନ ମଣ୍ଡି ଖୋଲାଯିବ ବୋଲି ଲେମ୍ପ ଏମଡି ଅସିତ ରୟ ସୂଚନା ଦେଇଛନ୍ତି। ଚଳିତ ବର୍ଷ ମଣ୍ଡି ରେ ଧାନ ଦେବା ପାଇଁ ମୋଟ ୧୮୧୨ ଜଣ ଚାଷୀ ରେଜିଷ୍ଟ୍ରେସନ୍ କରି ଥିବା କଥା ଶ୍ରୀ ରୟ ସୁଚନା ଦେଇଛନ୍ତି।