September 25, 2026

ଗଜପତି ଜିଲ୍ଲାପାଳ ଅନାଥ ବାଳିକା ମାନଙ୍କ ସହ ମିଶି ଦୀପାବଳୀ ଉତ୍ସବ ପାଳନ କଲେ —-

IMG-20231113-WA0001
Share

ଗଜପତି ଜିଲ୍ଲାପାଳ ଅନାଥ ବାଳିକା ମାନଙ୍କ ସହ ମିଶି ଦୀପାବଳୀ ଉତ୍ସବ ପାଳନ କଲେ —- –
ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ସ୍ଥାନୀୟ ଉତ୍କଳ ବାଳାଶ୍ରମ ଠାରେ ବିଭାଗୀୟ ଅଧିକାରୀ ମାନଙ୍କ ସହ ମିଶି ଅନାଥ ବାଳିକା ମାନଙ୍କ ସହ ଦୀପାବଳୀ ଉତ୍ସବ ପାଳନ କରିଛନ୍ତି। ଏହି ଉତ୍ସବ ପାଳନ ସମୟରେ ବାଳାଶ୍ରମ ଶତାଧିକ ଅନେବସୀଙ୍କ ସମେତ କର୍ମଚାରୀ ମଧ୍ୟ ଉପସ୍ଥିତିରେ ପାଳନ ଅବସରରେ ଜିଲ୍ଲାପାଳ ଅନ୍ତେବାସୀଙ୍କୁ ମିଠା, ନିଜର ବ୍ୟବହାର ସାମଗ୍ରୀ ସହ ବାଣ ଫୁଟାଇ ଦିନଟିକୁ ଆନନ୍ଦର ସହ ପାଳନ କରିଛନ୍ତି। ଜିଲ୍ଲାପାଳ ଙ୍କୁ ଅତି ନିକଟରୁ ପାଇଁ ବହୁତ ଆଗ୍ରହ ଅନୁଭବ କରିଛନ୍ତି ଅନ୍ତେବାସୀ ଛାତ୍ରୀ ମାନେ ଏବଂ ଜିଲ୍ଲାପାଳ ମଧ୍ୟ ଅନ୍ତେବାସୀ ମାନଙ୍କ ସହ ଦୀପାବଳୀ ଉତ୍ସବ ପାଳନ କରି ଖୁସି ଅନୁଭବ କରିଛନ୍ତି।

You may have missed