May 13, 2025

ହଟକିଶୋର ସ୍ୱାଇଁଙ୍କ ଅଷ୍ଟମ ଶ୍ରାଦ୍ଧବାର୍ଷିକ ଅନୁଷ୍ଠିତ ..

Share

ହଟକିଶୋର ସ୍ୱାଇଁ ଫାଉଣ୍ଡେସନ ତରଫରୁ ଏରବଙ୍ଗ ହାଇସ୍କୁଲ ର ପ୍ରାକ୍ତନ ପ୍ରଧାନ ଶିକ୍ଷକ ହଟକିଶୋର ସ୍ୱାଇଁଙ୍କ ୮ମ ବାର୍ଷିକ ସ୍ମୃତି ସଭା ଏରବଙ୍ଗ ଠାରେ ପାଳନ ଅବସରରେ ଗଣେଶ ପ୍ରଧାନ ଙ୍କ ସଭାପତିତ୍ବ ରେ ସଂଯୋଜନା–ପ୍ରଣତିମିଶ୍ର, ମୁଖ୍ୟବକ୍ତା ପ୍ରଦୀପ୍ତକୁମାର ମହାନ୍ତି ( ସଭାପତି, ପଞ୍ଚସଖା ଭକ୍ତ ବଳରାମ ଦାସ ସ୍ମୃତି ସଂସଦ), ବିଜୟ ଗୋପାଳ ଦାସ (କାର୍ଯ୍ୟକାରୀ ସଭାପତି, ପୁରାତନ ଛାତ୍ର ପରିଷଦ) ପ୍ୟାରୀମୋହନ ଜେନା (ପ୍ରାକ୍ତନ ଶିକ୍ଷକ), ନରେଶ ପ୍ରଧାନ, ଦିଲୀପ ନାୟକ, ସଂଯୁଳା ପଣ୍ଡା(ପ୍ରାକ୍ତନ ପ୍ରଧାନ ଶିକ୍ଷୟତ୍ରୀ), ଦିଲ୍ଲୀପ ଦଳେଇ (ପ୍ରାକ୍ତନ ପ୍ରଧାନ ଶିକ୍ଷକ), କବିବର ପ୍ରଧାନ (ପ୍ରାକ୍ତନ ବ୍ଲକ୍ ଶିକ୍ଷା ଅଧିକାରୀ), ସଂଗୀତା ମଲ୍ଲିକ (ପ୍ରଧାନ ଶିକ୍ଷୟତ୍ରୀ, ଏରବଙ୍ଗ ହାଇସ୍କୁଲ), ବିରଞ୍ଚି ତ୍ରିପାଠୀ (ପ୍ରାକ୍ତନ ଛାତ୍ର), ସୁବ୍ରତ ଛାଟୋଇ (MD ବଣିକ), ସୁକାନ୍ତ ମହାନ୍ତି (ପ୍ରାକ୍ତନ ସାଂସଦ ପ୍ରତିନିଧି), ବାଲୁଙ୍କେଶ୍ୱର ସାହୁ (ପ୍ରାକ୍ତନ ସାଂସଦ ପ୍ରତିନିଧି), ନୀଳାଦ୍ରି ବିହାରୀ ଦାସ (ପ୍ରାକ୍ତନ ସରପଞ୍ଚ,ଗୋପ), ମହେଶ୍ୱର ସ୍ୱାଇଁ (ସରପଞ୍ଚ,ବନ୍ତଳିଗ୍ରାମ), ରସ୍ମିରେଖା ଦାସ (ସରପଞ୍ଚ,ଏରବଙ୍ଗ) ନିରଞ୍ଜନ ଶଗଡ଼ିଆ (ପ୍ରାକ୍ତନ ସରପଞ୍ଚ, ବାଣିଆସାହି), ଜୟକୃଷ୍ଣ ସେନାପତି (ପ୍ରାକ୍ତନ ସମିତିସଭ୍ୟ, ବେଦପୁର), ପୂର୍ଣ୍ଣଚନ୍ଦ୍ର ଦାସ (ସମିତୀ ସଭ୍ୟ,ଗୋପ), ଅଶୋକ ରଥ ପ୍ରାକ୍ତନ ଗ୍ରାମପଞ୍ଚାୟତ ଅଧିକାରୀ ପ୍ରମୁଖ ମଞ୍ଚାସିନ ହୋଇ ହଟକିଶୋର ସ୍ୱାଇଁ କିଭଳି ପିଲାମାନଙ୍କୁ ଗଢି ତୋଳୁଥିଲେ ସମସ୍ତେ ନିଜନିଜର ମତରଖିଥିଲେ l ପରେପରେ ସମସ୍ତେ ଭୋଜନ କରିଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ

You may have missed