March 10, 2026

ତାତିଲେ ବସ୍ତିବାସିନ୍ଦା, ମରିବୁ ପଛେ ଛାଡ଼ିବୁନାହିଁ l 

IMG-20250513-WA0020
Share

ପୁରୀ ବଳିଆପଣ୍ଡାରେ କୁଡ଼ିଆ ଘର କରି ପ୍ରାୟ ୩୫ ରୁ ଉର୍ଦ୍ଧ ପରିବାର ବସବାସ କରୁଛନ୍ତି l ସେମାନଙ୍କୁ ଆସନ୍ତାକାଲି ବସ୍ତି ଛାଡି ଚାଲିଯିବା ପାଇଁ ସରକାରଙ୍କ ପକ୍ଷରୁ ବିନା ନୋଟିସ ରେ ଧମକ ଦିଆଯିବା ପରେ ଏବେ ବସ୍ତି ବାସିନ୍ଦା ନଖାଇ ନପିଈ ଉଦୁଉଦିଆ ଖରାରେ ପିଲାମାନଙ୍କୁ ଧରି ଧାରଣାରେ ବସିବା ସହିତ ମରିବୁ ପଛେ ବସ୍ତି ଛାଡ଼ିବୁନି ବୋଲି ଧମକ ଦେଇଛନ୍ତି l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l