ଓଡିଶା ସାମ୍ବାଦିକ ସଂଘର ସମ୍ମିଳନି ରେ ଅସନ୍ତୋଷ
କୋରାପୁଟ ଜ଼ିଲ୍ଲା ବୋରିଗୁମ୍ମା କଲ୍ୟାଣ ମଣ୍ଡପ ରେ ଆ ଜି ଏକ ବୀମା ବଣ୍ଟନ କାର୍ଯ୍ୟକ୍ରମ ଆବାହକ ଜୟସିଂ ପୋଡା ସେଠି ଙ୍କ ସଭା ପତିତ୍ୱ ରେ ଅନୁଷ୍ଠିତ ହୋଇ ଯାଇଛି. ଏଥିରେ ଓ ଯେ ୟୁ ର କେତେକ ହାତ ଗଣତି ସଭ୍ୟ ଉପସ୍ଥିତ ଥିବା ଜଣା ଯାଇଛି ଓ ଯେ ୟୁ ବେନେର ରେ କାର୍ଯ୍ୟ କ୍ରମ ହେଉ ଥିବାରୁ ଜ଼ିଲ୍ଲା ର ସମସ୍ତ ସଭ୍ୟ ଙ୍କୁ କାହିଁକି ଅବ ଗତ କରାଗଲା ନାହିଁ. ବୋଲି ବୈଠକ ରେ ଅସନ୍ତୋଷ ପ୍ରକାଶ ପାଇଥିବା ଜଣା ଯାଇଛି ଯେଉଁ ସଭ୍ୟ ମାନେ ଉପସ୍ଥିତ ନ ଥିଲେ ସେମାନ ଙ୍କ ନାମ ଗଣ ମାଧ୍ୟମ ରେ ପ୍ରକାଶ ପାଉଛି.I ଜ଼ିଲ୍ଲା ରେ ଠିକ ସମୟ ରେ ସଂଘ ର ଆଇ କାର୍ଡ ଦିଆ ଯାଉ ନାହିଁ. ରାଜ୍ୟ ସଂଘ ର କାର୍ଯ୍ୟ କ୍ରମ ରେ ସକ୍ରିୟ ଅଂଶ ଗ୍ରହଣ କରୁ ନ ଥିବା ବାବୁ ମାନେ ଏହି କାର୍ଯ୍ୟ କ୍ରମ କରିବାର ରହସ୍ୟ କଣ ବୋଲି ସଂଘ ର ପ୍ରକ୍ରୁତ ସଭ୍ୟ ଙ୍କ ମନରେ ବିରାଟ ପ୍ରଶ୍ନ ସୃଷ୍ଟି ହୋଇଥିବା ଜଣାଯାଇଛି ଏ ସମ୍ପର୍କ ରେ ଜ଼ିଲ୍ଲା ର ସାଧାରଣ ସମ୍ପାଦକ ଙ୍କୁ ଯୋଗା ଯୋଗ କରିବାରୁ ପ୍ରେସ କାର୍ଡ ନ ଥିବା ସାମ୍ବାଦିକ. ଖବର କାଗଜ ନ ଥିବା ସାମ୍ବାଦିକ ମାନଙ୍କୁ ପୂର୍ବ ତନ ରାଜ୍ୟ ର ସାଧାରଣ ସମ୍ପାଦକଶ୍ରୀନୁ ବାବୁ ଓ ଜ଼ିଲ୍ଲା ସଭାପତି ଗୁରୁତ୍ୱ ଦେବାରୁ ସଂଘ ର ପ୍ରକ୍ରୁତ ସଭ୍ୟ ମାନେ ସଂଘ ର ସଂଘ ଠନ ରୁ ଦୂ ରେ ଇ ଯାଉଛନ୍ତି. ସଂଘ ର ବେ ନେ ର ପାଇଁ ମୁଁ ଡାକି ଲେ କୀ ନ ଡାକିଲେ ଜଣେ ଶୃଙ୍ଖଳିତ ସଭ୍ୟ ଭାବେ ଯୋଗ ଦେଉଛି ମତେ ଜ଼ିଲ୍ଲା ଉପ ସଭା ପତି ରବି ସଙ୍କର ମହା ପାତ୍ର ଫୋନ ଯୋଗେ ତୁମକୁ ଜୟ ସିଂ ଭାଇ ଆସିବାକୁ କହି ଛନ୍ତି ଏଠା ରେ ବୀମା ବିଷୟ ଆଲୋଚନା ହେବ I ତେଣୁ ମୁଁ ଆସିଲି. ମତେ ଶ୍ରୀନୁ ବାବୁ କିମ୍ବା ଜୟ ସିଂ ଭାଇ କହି ନାହାନ୍ତି. ଆ ଜି ଜ଼ିଲ୍ଲା ରେ ମତେ ନ ଡାକି କାର୍ଯ୍ୟ କ୍ରମ କଲେ ରାଜ୍ୟ ରେ ସଂଘ ଭାଙ୍ଗିବା ପାଇଁ ଏ ମାନେ ରାଜ୍ୟ ରେ ମଧ୍ୟ ଏହିପରି କାର୍ଯ୍ୟ କ୍ରମ କରିବେ.ସଂଘ ର ବେ ନେ ର ପାଇଁ ମୁଁ ଡାକି ଲେ କୀ ନ ଡାକିଲେ ଜଣେ ଶୃଙ୍ଖଳିତ ସଭ୍ୟ ଭାବେ ଯୋଗ ଦେଉଛି ବୋଲି ଓ ଯେ ୟୁ ର ଜ଼ିଲ୍ଲା ସମ୍ପାଦକ ଶ୍ରୀ ହରିଶ କୁମାର ପଟ୍ଟନାୟକ ଗଣ ମାଧ୍ୟମରେ ସୂଚନା ଦେଇଥିବା ଜଣା ଯାଇଛି I ନଜର ଟିଭି ର ଲୋଗ ଗାଡି ରେ ଲାଗିଛି ସମୟ ଖବର କାଗଜ ର ସାମ୍ବାଦିକ ବୋଲି ତାଲିକା ରେ ଅଛି ବର୍ତ୍ତମାନ କେଉଁ କାଗଜ ର ପ୍ରେସ କାର୍ଡ ରାଜ୍ୟ ରେ ପ୍ରଦାନ କରିଛିନ୍ତି ଜୟ ସିଂ ପୋଡା ସେଠି I ତାହା ବର୍ତ୍ତମାନ ଯାଏ ଅସ୍ପଷ୍ଟ. I ଡ଼ିସେମ୍ବର ମାସରୁ କୋରାପୁଟ ଜ଼ିଲ୍ଲାର ସଂଘ ର କର୍ମ କର୍ତ୍ତା ଏବଂ ସଭ୍ୟ ମାନଙ୍କର ପ୍ରେସ କାର୍ଡ ସହ ତାଲିକା ରାଜ୍ୟ କୁ ପଠେଇ ବା କୁ ନିର୍ଦେଶ ରହିଛି ଅଜି ପର୍ଯନ୍ତ ପଠା ଯାଇ ନ ଥିବାରୁ ସଭ୍ୟ ଙ୍କ ମନରେ ଅସନ୍ତୋଷ ଆରମ୍ଭ ହୋଇଥିବା ଜଣା ଯାଇଛି I ଆଜିର କାର୍ଯ୍ୟ କ୍ରମ ରେ ଉପସ୍ଥିତ ଥିବା ସଭ୍ୟ ଅନ୍ୟ ସଂଘରେ ଥିବା ମଧ୍ୟ ଜଣା ଯାଇଛି I ଅନ୍ୟ ମାନଙ୍କ ମଧ୍ୟ ରେ କେ ଶ୍ରୀନିବାସ ରାଓ ଜୟ ସିଂ ପୋଡା ସେଠି. ଜ଼ିଲ୍ଲା ଉପ ସଭାପତି ରବି ମହା ପାତ୍ର. ଙ୍କ ସମେତ ସେମିଲିଗୁଡା ରୁ ତିନି ଜଣ. ବୋରିଗୁମ୍ମା ରୁ ଚାରି ଜଣ ଖବର ଦାତା ବନ୍ଧୁ ଉପସ୍ଥିତ ଥିବା ଜଣା ଯାଇଛି I ଜ଼ିଲ୍ଲା ପ୍ରତି ନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ନିଉସ ଉପାନ୍ତ ଓଡିଶା I