November 23, 2024
Share

*ଖବର ଆଜିର*

*ତାରିଖ ୧୩/୦୨/୨୩, ସୋମବାର*

 

*୧-ରାଜ୍ୟରେ ଆଗୁଆ ତାତି: ପ୍ରବଳ ଗରମରେ ସିଝିବ ଓଡ଼ିଶା, ଏବେଠୁ ଟପିଲାଣି ୩୭ ଡିଗ୍ରୀ।*

 

*୨-ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ; ୧୦ଟି ପ୍ରସ୍ତାବ ଉପରେ ଲାଗିପାର ମୋହର।*

 

*୩-ଆରମ୍ଭ ହେଲା ପରୀକ୍ଷା ଋତୁ ।୧୫ ଦିନ ପରେ ଆରମ୍ଭ ହେବ ମାଟ୍ରିକ୍ ଓ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା।ନୂଆ ପଦ୍ଧତିକୁ ନେଇ ଆଶଙ୍କାରେ ମାଟ୍ରିକ ପରୀକ୍ଷାର୍ଥୀ।*

 

*୪-ମୁଖ୍ୟମନ୍ତ୍ରୀଙ୍କ କେନ୍ଦୁଝର ଗସ୍ତ ଆଜି।ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟନ ସହ କେତେକ ପ୍ରକଳ୍ପର ଶିଳାନ୍ୟାସ କରିବେ।*

 

*୫-ପୁଣି ଅଶାନ୍ତ ବାଣୀବିହାର: ସେମିନାର ବେଳେ ଜେଏନୟୁ ପ୍ରଫେସରଙ୍କୁ ଆକ୍ରମଣ।*

 

*୬-ଓଡ଼ିଶା ମାନବାଧିକାର କମିଶନ ସଦସ୍ୟ ପଦରୁ ଇସ୍ତଫା ଦେଲେ ଜଷ୍ଟିସ ରଘୁବୀର ଦାଶ।*

 

*୭-ବ୍ରହ୍ମପୁର:ପ୍ଲଟ୍ ଯୋଗାଇବା ନାଁରେ ୨ କୋଟି ଠକେଇ, ଡାକ୍ତର ଡ଼ି ଉତ୍ତମ କୁମାର ଙ୍କୁ ବାନ୍ଧିଲା ବଡବଜାର ଥାନା ପୋଲିସ।*

 

*୮-ରଙ୍ଗେଇଲୁଣ୍ଡାରୁ ଖୁବଶୀଘ୍ର ଉଡ଼ିବ ବିମାନ; ଉଚ୍ଚସ୍ତରୀୟ ଟିମ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥିତି ଅନୁଧ୍ୟାନ।*

 

*୯-ପୁରୀ-କୋଣାର୍କ ମେରାଇନ୍‌ ଡ୍ରାଇଭ୍‌:ବାଇକ୍‌ ଓ ଟାଭେରା ଚକ ଫାଟି ଘଟିଲା ସିରିଜ୍ ଦୁର୍ଘଟଣା, ଚାଲିଗଲା ୩ ଜୀବନ, ୧୨ରୁ ଅଧିକ ଆହତ।*

 

*୧୦-ମରଣ ମୁହଁରେ ମୋ ସାଇକେଲ୍: ଖତ ଖାଉଛି କ୍ରୁଟ କିଣିଥିବା ଶହ ଶହ ସାଇକେଲ।*

 

*୧୧-ରାଉରକେଲା: ମୁମ୍ବାଇରେ ଅନୁଷ୍ଠିତ ପ୍ରତିଯୋଗିତାରେ ରାଉରକେଲାର ଡି ପୂଜା ହେଲେ ମିସ୍ କୁଇନ୍ ଅଫ୍ ଏସିଆ।*

 

*୧୨-ଡିଡି କଲେଜ ହେଲା ବିଶ୍ୱବିଦ୍ୟାଳୟ,କେନ୍ଦୁଝର ଧରଣୀଧର ସ୍ୱୟଂଶାସିତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା।*

 

*୧୩-୧୩ ନୂତନ ରାଜ୍ୟପାଳ ଓ ଉପରାଜ୍ଯପାଳ ନିଯୁକ୍ତ।ବିଶ୍ୱଭୂଷଣ ହରିଚନ୍ଦନ ହେଲେ ଛତିଶଗଡ଼ ରାଜ୍ୟପାଳ।*

 

*୧୪-ମହିଳା T-20 ବିଶ୍ଵ କପ: ପାକିସ୍ତାନକୁ ୭ ଓ୍ବିକେଟ୍ ରେ ହରାଇଲା ଭାରତ।*

 

*୧୫-ନୂଆଦିଲ୍ଲୀ: ଦେଶର ୪ ରାଜ୍ୟର ହାଇକୋର୍ଟରେ ନିଯୁକ୍ତ ହୋଇଛନ୍ତି ନୂଆ ମୁଖ୍ୟ ବିଚାରପତି।*

 

*୧୬-ତୁର୍କୀ ଭୁମିକମ୍ଫ:୩୩ ହଜାର ଟପିଲା ମୃତ୍ୟୁ ସଂଖ୍ୟା,୬ ଦିନ ପରେ ଦୁଇ ଶିଶୁଙ୍କ ସହ ୩ ଜୀବନ୍ତ ଉଦ୍ଧାର।*

 

. *🙏 ସୁପ୍ରଭାତ, ଗୁଡମର୍ଣିଂ 🙏*