ମହିମା ଅଲେଖ ବାବାଙ୍କ ଆତ୍ମହତ୍ୟା….
ତିର୍ତ୍ତୋଲ —ଅତି ଆଶ୍ଚଯ୍ୟର ବିଷୟ ଏହି ଯେ ମହିମା ଅଲେଖ ବାବା ଭାବେ ପରିଚିତ ଭାସ୍କର ବାବା ଏକ ସରୁ ରଶି ସାହାଯ୍ୟରେ ଆତ୍ମହତ୍ୟା କରିଛନ୍ତି ! ସାଧାରଣରେ ଚର୍ଚ୍ଚା ହେଉଛି ଯେ ଏତେ ସରୁ ରଶିରେ ଲଟକି ଥିବା ଓ ପାଦ ମାଟି ସ୍ପର୍ଶ କରୁଥିବା ବେଳେ ଏହା ଏକ ଆତ୍ମ୍ତ ହତ୍ୟା ହୋଇନପାରେ !ତେବେ ପ୍ରଶ୍ନ ଉଠୁଛି ଯେ ବାବାଙ୍କ ଆତ୍ମହତ୍ୟା ପଛର ରହସ୍ୟ କିଛି ଅଛି କି ? ଯାହାର ଉତ୍ତର ପୋଷ୍ଟ ମାର୍ଟମ ରିପୋର୍ଟ କହିବ ! କୃଷ୍ଣାନନ୍ଦପୁର ଥାନା କୁ ଖବର ଦିଆ ଯିବା ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଛାନଭୀନ କରୁଥିବାର ଦେଖାଯାଇଛି !!
:-ଜଗତସିଂହପୁର ରୁ ଶରତ କୁମାର ଦାଶ ଙ୍କ ସହିତ ତିର୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ, ନିୟୁଜ ଉପାନ୍ତ ଖବର… ….