March 10, 2026

ଅଲ ଇଣ୍ଡିଆ ମୋବାଇଲ ବିକ୍ରେତାଙ୍କ ଦଶମ ବାର୍ଷିକୀ ସଭା 

IMG-20240912-WA0012
Share

 

 

ସମ୍ବଲପୁର ତା ୧୧/୦୯/:ସ୍ଥାନୀୟ ଅପସରା ହୋଟେଲ ଠାରେ ବୁଧବାର ଅଲ ଇଣ୍ଡିଆ ମୋବାଇଲ ବିକ୍ରେତାଙ୍କ ଦଶମ ବର୍ଷିକୀ ସମାଗମ ହୋଇଯାଇଛି।ଏହା ସମ୍ବଲପୁର ମୋବାଇଲ ବିକ୍ରେତାଙ୍କ ଦ୍ୱାରା ଆୟୋଜିତ ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମ ରେ ଟି. ସୁନୀଲ କୁମାର ଓଡ଼ିଶା ଜୋନାଲ ଉପସଭାପତି,ସୁବାଷ ମିଶ୍ର ଜିଲ୍ଲା ସଭାପତି,ପ୍ରକାଶ ନାୟକ ଜିଲ୍ଲା ସମ୍ପାଦକ,ପବନ କୁମାର ମହାପାତ୍ର ଜିଲ୍ଲା ଉପସଭାପତି ପ୍ରମୁଖଙ୍କ ସହ ବିଭିନ୍ନ ବିକ୍ରେତା ଉପସ୍ଥିତ ରହିଥିଲେ। ଦଶହରା ପର୍ବରେ କିପରି ଗ୍ରାହକଙ୍କୁ ଆକୃଷ୍ଟ କରି ମୋବାଇଲ ବଜାରକୁ ଲୋକଙ୍କ ନିକଟତର କରାଯାଇପାରିବ ସେ ଦିଗରେ ସଭାରେ ଆଲୋଚନା ହୋଇଥିଲା।