November 26, 2024

Day: August 12, 2024

ଆଇନ ଛାତ୍ର କଲେ ପ୍ରତିବାଦ ପ୍ଲାକାର୍ଡ ମାଧ୍ୟମରେ ନୂତନ ବସଷ୍ଟାଣ୍ଡ ପାଇଁ 

ପଦ୍ମପୁର : (ଉପାନ୍ତ ଖବର)ବରଗଡ଼ ଜିଲ୍ଲାର ରାଜ୍ୟର ଉନ୍ନତ ଯାତ୍ରୀସେବା ଯୋଗାଇଦେବା ଜନସାଧାରଣଙ୍କୁ ପଦ୍ମପୁର ଉପଖଣ୍ଡ ମୂଖ୍ୟଲୟ ଠାରେ ବସଷ୍ଟାଣ୍ଡ ସମସ୍ୟା ରହିଛି। ପଦ୍ମପୁର ଠାରେ ନୂତନ...

ଜିଲ୍ଲାପାଲ ଙ୍କ ଅଭିଯୋଗ ଶୁଣାଣି ଶିବିର 

  ବରଗଡ : (ଉପାନ୍ତ ଖବର) ବରଗଡ ଜିଲ୍ଲା ବରପାଲି ପଞ୍ଚାୟତ ସମିତି କାର୍ଯାଳୟ ପରିସର ରେ ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲ ଙ୍କ ଅଧ୍ୟାକ୍ଷତl ରେ...

ପଦ୍ମପୁର ରେ ଯୋଗାଣ ବିଭାଗ ପକ୍ଷରୁ ୩୬ ଟଙ୍କାରେ ଆଳୁ ଖାଉଟି ଙ୍କୁ ଦିଆଯାଉଛି 

ରାୟଗଡା --- ସମଗ୍ର ରାଜ୍ୟରେ ଆଳୁ ଦର ର ଅଚାନକ ବୃଦ୍ଧିକୁ ଦୃଷ୍ଟିରେ ରଖି ଆଳୁ ଦରରେ ଲଗାମ ଲଗାଇବା ପାଇଁ ପଦ୍ମପୁର ପଞ୍ଚାୟତ ଓ ମାଳିକେଶ୍ୱର...

ରାମନାଗୁଡା ବ୍ଲକ ସଦର ମହକୁମା ଠାରେ ଜିଲ୍ଲାପାଳ, ରାୟଗଡଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ

ରାୟଗଡ : ଆଜି ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ରାମନାଗୁଡା ବ୍ଲକ ସଦର ମହକୁମାସ୍ଥିତ ସଭାଗୃହ ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଛି । ଅତିରିକ୍ତ...

ପୋତି ହୋଇଗଲାଣି ନାଳ , ରାସ୍ତାରେ ବୋହୁଛି ବର୍ଷା ଜଳ , ପ୍ରତିକାର ଦାବି 

ବୁଗୁଡ଼ା : ତା ୧୨/୦୮/୨୪ : ସ୍ଥାନୀୟ ଏନ୍ଏସି କର୍ତ୍ତୃପକ୍ଷଙ୍କ ୭ନଂ ଓ୍ବାର୍ଡର ମଦନମୋହନ ଛକଠାରୁ ପୋଲସରା ପଟକୁ ଲମ୍ବିଥିବା ରାସ୍ତାରେ ବର୍ଷା ଜଳ ଲହଡି ମାରୁଥିବାରୁ...

ବିଜୟ କୁମାର ଦାଶ ନୂତନ ଗଜପତି ଜିଲ୍ଲାପାଳ ଭାବେ କାର୍ଯ୍ୟରେ ଯୋଗଦାନ..

  ପାରଳାଖେମୁଣ୍ଡି,ଗଜପତି ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବରେ ଶ୍ରୀଯୁକ୍ତ ବିଜୟ କୁମାର ଦାଶ, ଭା.ପ୍ର.ସେ. ଆଜି ଯୋଗଦାନ କରିଛନ୍ତି । ପୁର୍ବରୁ ଥିବା ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି...

ସାପ କାମୁଡାରେ ମୃତ ମହିଳାଙ୍କ ପରିବାରକୁ ଭେଟିଲେ ତହସିଲଦାର

  ଗାଇସିଲେଟ : (ଉପାନ୍ତ ଖବର) ବରଗଡ ଜିଲ୍ଲା ଗାଇସିଲେଟ ଥାନା କଟାବାହାଲ ଗ୍ରାମପଞ୍ଚାୟତ କୁଲିଆରୀ ଗ୍ରାମରେ ଶୁକ୍ରବାର ବିଳମ୍ବିତ ରାତିରେ ସାପ କାମୁଡାରେ ଜଣେ ମହିଳାଙ୍କ...

ମୋହନା ବ୍ଲକ ରେ ଜାତୀୟ ପତାକା ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ..

ଗଜପତି ଜିଲ୍ଲା ମୋହନା ବ୍ଲକ କାର୍ଯ୍ୟାଳୟ ପରିସର ମଧ୍ୟରେ ଭାରତ ସ୍ବାଧୀନତାର ୭୮ତମ ପାଳନ ଉପଲକ୍ଷେ ଆଜାଦି କା ଆମ୍ବୃତ୍ ମହୋତ୍ସବ ପାଳନ ଅବସରରେ ଚଳିତ ମାସ...

ଉମରକୋଟ ରେ ରାଜ୍ୟସ୍ତରୀୟ ଭାରତ୍ତୋଳନ ପ୍ରତିଯୋଗିତା ରେ ନବରଙ୍ଗପୁର ଜ଼ିଲ୍ଲା ର ସଫଳତା ୨ସ୍ଵର୍ଣ୍ଣ ରୌପ୍ୟ ପଦକ ହାସଲ ………

ଉମରକୋଟ :- (ଏମ୍.ଦିନା°ଶୁ ଆଚାରୀ) ଉମରକୋଟ ର ଦୁଇ ଖେଳାଳି ରାଜ୍ୟ ସ୍ତରୀୟ ଭାର ଉତ୍ତୋଳନ ରେ ଅଂଶ ଗ୍ରହଣ କରି ୨ ସ୍ଵର୍ଣ୍ଣ ପଦକ ଓ...

କାଶୀନଗର ଠାରେ ସ୍ୱାଧୀନତା ଦିବସ ଉପଲକ୍ଷେ ସ୍ୱଛତା ଅଭିଯାନ ଆରମ୍ଭ..

କାଶୀନଗର ,   77 ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଭାରତ ସରକାରଙ୍କ ସ୍ୱଚ୍ଛ ଭାରତ ଅଭିଯାନ ଆନୁକୂଲ୍ୟରେ ଆଜି କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ମଧ୍ୟରେ...

You may have missed

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.