June 16, 2026

ମୋହନା ବ୍ଲକର ଗାଁ କୁ ଗାଁ ବୁଲି ବିଜେଡି ପ୍ରାର୍ଥୀ ଙ୍କ ପାଇଁ ପ୍ରଚାର କଲେ ବରିଷ୍ଟ ନେତା ହରିଶ୍ଚନ୍ଦ୍ର ପାତ୍ର ….

obo
Share


ଗଜପତି ଜିଲ୍ଲା ମୋହନା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଲୁହଗୁଡ଼ି ଏବଂ ଶିକୁଳିପଦର ଗ୍ରାମ ପଞ୍ଚାୟତ ର ଅନେକ ଗ୍ରାମକୁ ଯାଇ ଘର ଘର ବୁଲି ଲୋକଙ୍କ ସହ ମିଶି ନବୀନ ପଟ୍ଟନାୟକ ସରକାର ଙ୍କ ଦ୍ଵାରା ହୋଇଥିବା ଉନ୍ନୟନ ମୂଳକ କାର୍ଯ୍ୟ ଗୁଡିକ କହିବା ସହ ବିଜେଡି ପ୍ରାର୍ଥୀ ଅନ୍ତର୍ଯ୍ୟାମୀ ଗମାଙ୍ଗ ଙ୍କୁ ଶଙ୍ଖ ଚିହ୍ନ ରେ ଭୋଟ ଦେବାକୁ ଅନୁରୋଧ କରିବା ସହ ଆଗାମୀ ନିର୍ବାଚନ ପରେ ଯାହା ଗ୍ରାମ ଗୁଡିକରେ ଦରକାର ନିଶ୍ଚୟ କରାଯିବ ବୋଲି କହିବା ସହ ନିଜେ ଏହି ଅଞ୍ଚଳ ଗୁଡିକର ଦାୟିତ୍ଵ ନେଇ ଆପଣ ମାନଙ୍କ ଅସୁବିଧା ଦୂର କରିବା ପାଇଁ ପଦକ୍ଷେପ ନେବା ବୋଲି ପ୍ରତିଶ୍ରୁତି ଦେଇ ଭୋଟ ଦେବାକୁ ଅନୁରୋଧ କରିଥିଲେ। ଏହି ପ୍ରଚାର ସମୟରେ ମୋହନା ଗ୍ରାମ ପଞ୍ଚାୟତ ୱାର୍ଡ ମେମ୍ବର କାଳିଆ ସାବତ ମଧ୍ୟ ଉପସ୍ଥିତ ରହିଥିଲେ।

You may have missed