April 20, 2025

Day: December 11, 2024

ବାଲେଶ୍ବର ଆଲୋଏଜ୍‌ରେ ଶ୍ରମିକ ମୃତ   କ୍ଷତିପୂରଣ ଦେବାକୁ ଶ୍ରମିକ ସଙ୍ଗଠନ ପକ୍ଷରୁ ଦାବି

  ବାଲେଶ୍ୱର (ଶେଖ୍ ନଜିମ୍): ରେମୁଣା ବାଲଗୋପାଲପୁର ସ୍ଥିତ ବାଲେଶ୍ୱର ଆଲୋଏଜରେ ମଙ୍ଗଳବାର ରାତ୍ରି ରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ ମୃତ ଶ୍ରମିକ...

ବେଲଗୁଣ୍ଠା ଥାନା ତରଫରୁ ଟ୍ରାଫିକ୍ ନିୟମ ସଚେତନତା କାର୍ଯ୍ୟକ୍ରମ ; ଗୋଲାପ ଫୁଲ ଦେଇ ଗାଡ଼ି ଚାଳକଙ୍କୁ ସଚେତନ

    ବେଲଗୁଣ୍ଠା,11/12,ବିଭିନ୍ନ ସମୟରେ ଟ୍ରାଫିକ୍ ନିୟମ ନମାନି ବହୁ ଲୋକ ଦୂର୍ଘଟଣାର ସମ୍ମୁଖୀନ ହୋଇ ପ୍ରାଣ ହରାଉଥିବା ବେଳେ କିଛି ଲୋକ ଗୁରୁତର ଆହତ ହୋଇ...

ଲଖାରି ଅଭୟାରଣ୍ୟ ରେ ଥିବା ମହୁଲମେଲାଣି ଗାଁ ନିକଟ ରେ ୭ କୋଟି ରୁ ଉର୍ଦ୍ଧ୍ବ ଟଙ୍କା ର ଗଞ୍ଜେଇ ଗଛ ନଷ୍ଟ ।

ମୋହନା ପୋଲିସ୍, ଅବକାରୀ ବିଭାଗ ଓ ବନ ବିଭାଗ ପକ୍ଷରୁ ଲଖାରୀ ଅଭୟାରଣ୍ୟ ରେ ୩୫ ଏକର ଗଞ୍ଜେଇ ଗଛ ନଷ୍ଟ। ଆଜି ସନ୍ଧ୍ୟା ୭ ଘଣ୍ଟ...

ଚ଼ିଟିଙ୍ଗ୍ ଘାଟିରେ ଓଲଟିଲା ପିକ୍ ଅପ୍ ଭ୍ୟାନ୍, ୨ ମୃତ, ୧୮ ଗୁରୁତର,ବ୍ରହ୍ମପୁର ସ୍ଥାନାନ୍ତରିତ।

    ମୋହନା---ଏକ ଶୁଦ୍ଧିକ୍ରିୟା ଭୋଜିରେ ଯୋଗଦେବାକୁ ଏକ ପିକ୍ ଅପ୍ ଭ୍ୟାନ୍ ଗାଡ଼ିରେ ପ୍ରାୟ ୪୦ ଜଣ ଯାତ୍ରୀ ରାମଗିରି ଥାନା ଅନ୍ତର୍ଗତ କେକେସିଂ ଗ୍ରାମରୁ...

ସମାଗୋଳ ଉପ କାରାଗାର ରେ ପ୍ରତିଷ୍ଠା ଦିବସ ପାଳିତ

       ଜଗତସିଂହପୁର ଜିଲ୍ଲା କୁଜଙ୍ଗ ସ୍ଥିତ ସମାଗୋଳ ଉପ କାରାଗାର ପରିସରରେ ପ୍ରତିଷ୍ଠା ଦିବସ ଓ ମାନବାଧିକାର ମହା ସମାରୋହରେ ପାଳିତ ହୋଇଯାଇଛି। ଏହି...

ଦିବ୍ୟ ଜୀବନ ସଙ୍ଘ ତରଫରୁ ଗୀତା ଯଂଜ୍ଞ 

      କାଶୀନଗର ଜଗନ୍ନାଥ ମନ୍ଦିର ପରିସରରେ ଦିବ୍ୟ ଜୀବନ ସଙ୍ଘ ଆନୁକୂଲ୍ୟରେ ଗୀତା ଯଂଜ୍ଞ ଅନୁଷ୍ଠିତ ହୋଇଛି. ଏହି ଯଂଜ୍ଞ ରେ ପୁରୋହିତ ପାଢ଼ୀ...

ରାୟଗଡା ହିନ୍ଦୁ ସମାଜ ପକ୍ଷରୁ ବଙ୍ଗଳାଦେଶ ବିରୋଧରେ ବିଶାଳ ପ୍ରତିବାଦ ସଭା ସହ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଧେଶ୍ୟରେ ଦାବି ପତ୍ର ପ୍ରଦାନ 

କୋଲନରା : ହିନ୍ଦୁ ସମାଜ ରାୟଗଡା ନେତୃତ୍ୱରେ ରାୟଗଡା ନଗରରେ ଏକ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହେଇଯାଇଛି | ହିନ୍ଦୁ ସମାଜ ରାୟଗଡାର କହିବା ଅନୁସାରେ,ପଡୋଶୀ ବଙ୍ଗଳାଦେଶରେ...

ଖୋର୍ଦ୍ଧା ବ୍ୟବସାୟୀ ମହାସଂଘ ର ମିଳିତ ବୈଠକ।

ଖୋର୍ଦ୍ଧା: (ପ୍ରିୟଙ୍କା ମହାପାତ୍ର)ଖୋର୍ଦ୍ଧାରେ ବ୍ୟବସାୟ ପ୍ରତିଷ୍ଠାନ ଉଚ୍ଛେଦ ନିଷ୍ପତ୍ତି କୁ ନେଇ ଖୋର୍ଦ୍ଧାର ବ୍ୟବସାୟୀ ମାନେ ଘୋର ପ୍ରତିବାଦ କରିଥିଲେ। ଖୋର୍ଦ୍ଧା ସହରକୁ ୨୪ଘଣ୍ଟିଆ ବନ୍ଦ ଡାକରା...

ମାଲ୍ୟବନ୍ତ ମହୋତ୍ସବ ନେଇ ମିନି ମାରାଥନ 

    ମାଲକାନଗିରି,   ମାଲ୍ୟବନ୍ତ ମହୋତ୍ସବ ନେଇ ମିନି ମାରାଥନ ଅନୁଷ୍ଠିତ ହୋଇଯାଇଅଛି। ଏମଭି-୧୧ ଗ୍ରାମରୁ ବୁଟିଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପର୍ଯ୍ୟନ୍ତ ଏହି ମିନି...

ରାହାମା ଅଞ୍ଚଳର ଯୁବ ପ୍ରତିଭା ଆକାଶ କୁମାର ପ୍ରଧାନ ଙ୍କୁ ଅଖିଳ ଭାରତୀୟ ଗ୍ରାହକ କଲ୍ୟାଣ ପରିଷଦ ତରଫରୁ ଯୁଗ୍ମ ସମ୍ପାଦକ ଭାବେ ସମ୍ବର୍ଦ୍ଧିତ…

  ସ୍ୱାଧୀନତା ପରେ ପରେ ବିଶ୍ୱ ସ୍ତରୀୟ ଉପଭୋକ୍ତା ଙ୍କ ସ୍ୱାର୍ଥ ଓ କଲ୍ୟାଣ ନିମନ୍ତେ ବିବିଦ୍ଧ ଉପୋଭୋକ୍ତା ସଂଗଠକ ଏ ଦିଗରେ କାର୍ଯ୍ୟ କରି ଆସୁଛନ୍ତି,...