August 26, 2026

ହାଡଭାଙ୍ଗି ଗଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କଲେ ବିଧାୟକ

IMG-20260711-WA0057
Share

       କାଶୀନଗର – ଆଜି ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ହାଦଭାଙ୍ଗି ଗଷ୍ଟି ସ୍ଵାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କଲେ ବିଧାୟକ ବିଧାୟକ ରୁପେଶ ପାଣଗ୍ରାହୀଙ୍କ , ଏହି ଗଷ୍ଟି ସ୍ଵାସ୍ଥ୍ୟ କେନ୍ଦ୍ର ରେ ଅବ୍ୟବସ୍ଥା ନେଇ ସ୍ଥାନୀୟ ଲୋକେ ଓ ସ୍ଥାନୀୟ ସରପଞ୍ଚ ଟେଜେଶ୍ୱର୍ ରାଓ ଅଭିଯୋଗ କରିବା ଯୋଗୁଁ ଆଜି ବିଧାୟକ ସେଠି ପହଞ୍ଚି ବିଭିନ୍ନ ସମସ୍ୟା ସମ୍ପର୍କରେ ବୁଲିଦେଖିଥିଲେ ,ଏହି ଗଷ୍ଟି ସ୍ଵାସ୍ଥ୍ୟ କେନ୍ଦ୍ର ରେ କୌଣସି ସୁବିଧା ନଥିବାରୁ ଆଜି ବିଧାୟକ କ୍ଷୁବ୍ଧ ହେବା ସହ ତୁରନ୍ତ ଏଥି ପ୍ରତିଟି ତେଉରନ୍ତ ପଦକ୍ଷେପ ନେଇ ମରାମତି କରିବା ସହ ପରିବେଶ ମଧ୍ୟରେ ଥିବା ଅପରିବେଶକ କୁ ସୁଧେରିବା କୁ ଚେଷ୍ଟା କରିବେ ବୋଲି ପ୍ରତିଶୃତି ଦେଇଛନ୍ତି , ଏହି ଗ୍ରସ୍ତ ସମୟରେ ବିଧାୟକ ସମେତ ସ୍ଥାନିତ ସରପଞ୍ଚ ତେଜେଶ୍ୱର ରାଓ, କାଶୀନଗର ବ୍ଲକ ଅଧ୍ୟକ୍ଷା ବାଲା ସାଇଆମ୍ମା ପ୍ରମୁଖ ଉପସ୍ଥିତ ଥିଲେ

You may have missed