April 27, 2026

ସାମ୍ବାଦିକ ସଂଘର ବାର୍ଷିକ ଉତ୍ସବ ପାଳନ

IMG-20250711-WA0001
Share

ସମ୍ମାନିତ ହେଲେ ବେଷ୍ଟ ଆଡ଼ଭୋକେଟ ଭାବେ ମକୋରାପୁଟ ଜ଼ିଲ୍ଲା କୋଟପାଡ଼ ଏନଏସି କଲ୍ୟାଣ ମଣ୍ଡପ ଠାରେ କୋରାପୁଟ ଜ଼ିଲ୍ଲା ପରିଷଦ ସାମ୍ବାଦିକ ସଙ୍ଘର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି. ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ବିଧାୟକ ରୁପୁ ଭତରା ଯୋଗ ଦେଇଥିବା ବେଳେ ସମ୍ମାନିୟ ଅତିଥି ଭାବରେ ପୌରାଧକ୍ଷ ଏମ ସଙ୍କର ରାଓ ନାଇଡୁ ଏବଂ ସ୍ୱତନ୍ତ୍ର ଅତିଥି ଭାବରେ ସାଂସଦ ପ୍ରତିନିଧି ରମେଶ୍ୱେର ଜେନା ଯୋଗ ଦେଇଥିଲେ. ବରିଷ୍ଠ ଆଇନ ଜୀବି ତଥା କୋଟପାଡ଼ ବାର ଏସଓସିଏସଏନ ସଭାପତି ଶ୍ରୀ ମିଣି ପ୍ରସାଦ ପଟ୍ଟନାୟକ ଙ୍କୁ ମାନପତ୍ର ଦେଇ ମୁଖ୍ୟ ଅତିଥି ଙ୍କ ଦ୍ୱାରା ସମ୍ମାନିତ କରାଯାଇଛି. ଅନ୍ୟ ମାନଙ୍କ ମଧ୍ୟରେ ପ୍ରେସ କ୍ଳବ ସଭାପତି ପଙ୍କଜ ପାତ୍ର. ଡାକ୍ତର ଗଣେଶ ଚନ୍ଦ୍ର ପଣ୍ଡା. ସମାଜ ସେବି ପ୍ରତାପ ସାହୁ. ଓଯେୟୁ ରାଜ୍ୟ ସମ୍ପାଦକ ରଞ୍ଜିତ ପଟ୍ଟନାୟକ.ମୁକ୍ତେଶ୍ୱେର ନାୟକ ପ୍ରମୁଖ ଏହି କାର୍ଯକ୍ରମରେ ଯୋଗ ଦେଇଥିଲେ. ସଂଘର ବରିଷ୍ଠ ଖବରଦାତା ଜ୍ଞାନେନ୍ଦ୍ର ପଟ୍ଟନାୟକ. ଅମିତ କୁମାର ପରିଚ୍ଛା. ଅଜିତ ପଟ୍ଟନାୟକ ପରିଚାଳନା କରିଥିବାର ଜଣାଯାଇଛି. କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ନିୟୁସ ଉପାନ୍ତ ଖବର ଓଡିଶା.ଣି ପ୍ରସାଦ