October 5, 2024

ଶୀତାଲଭଣ୍ଡାର ରେ ପଡିଛି ଗୁଡାରି ଭେଣ୍ଡିଙ୍ଗୀ ଜୋନ 

Share

 

ରାୟଗଡା : ଅଭିଭକ୍ତ କୋରାପୁଟ ଜ଼ିଲ୍ଲା ଓ ବର୍ତମାନ ରାୟଗଡା ଜ଼ିଲ୍ଲା ର ଗୁଡାରି ବିଜ୍ଞାପିତ ଅଞ୍ଚଳ ପରିଷଦ ଦୀର୍ଘ 55 ବର୍ଷ ତଳେ ଗଠିତ ହୋଇଥିଲା l କିନ୍ତୁ ଦୁର୍ଭାଗ୍ୟ ର ବିଷୟ ଏହିକିଯେ ଏକ ସ୍ଥାୟୀ ପାରିବ ବଜ଼ାର ସ୍ଥାପନ ହୋଇନାହିଁ କିନ୍ତୁ ନିର୍ବାଚିତ ଏନ ଏ ସି ଅଧକ୍ଷା ସୁଜାତା ପାତ୍ର ଙ୍କ କାର୍ଯ୍ୟକାଳ ର ସମାପ୍ତି ପରେ ଗୁଣୁପୁର ର ତତ୍କାଳୀନ ଉପଜ଼ିଲ୍ଲାପାଳ ବଳିରାମ ବନ୍ଦର ଗୁଡାରି ବିଜ୍ଞାପିତ ଅଞ୍ଚଳ ର ଦାୟିତ୍ୱ ରେ ରହିଥିବା ସମୟରେ ଗୁଡାରି ସହର ଠାରୁ ପ୍ରାୟ 2 କିଲୋମିଟର ଦୂରରେ ଏକ ଭେଣ୍ଡିଙ୍ଗୀ ଜୋନ ନିର୍ମାଣ ହୋଇଥିଲା ଯାହାକି ବର୍ତମାନ ଶୀତଳଭଣ୍ଡାର ରେ ପଡିରହିଛି ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି l ଏହି ଭେଣ୍ଡିଙ୍ଗୀ ଜୋନ ଟି ଗୁଡାରି ବିଜ୍ଞାପିତ ଅଞ୍ଚଳ ପରିଷଦ ର ବିଭାଗୀୟ ଯନ୍ତ୍ରୀ ଗିରିଶ ଚନ୍ଦ୍ର ମିଶ୍ର ଙ୍କ ତତ୍ୱାବଧାନ ତେ ନିର୍ମାଣ କରାଯାଇଥିଲା l ନିର୍ମାଣ ହୋଇ 4 ବର୍ଷ ବିତିଯାଇଥିଲେ ମଧ୍ୟ୍ୟ ଏହା କାର୍ଯ୍ୟକ୍ଷେମ ହୋଇପାରୁନଥିବା ରୁ ଜନସାଧାରଣ କ୍ଷବ ପ୍ରକାଶ କରିଛନ୍ତି l ଏତେ ଟଙ୍କା ବେୟାରେ ସହର ର ଶେଷ ଭାଗରେ କଣ ପାଇଁ ଭେଣ୍ଡିଙ୍ଗୀଯ଼ୋନ ନିର୍ମାଣ କରାଗଲା କଣ ପାଇଁ ବୋଲି ଜନସାଧାରଣ ପ୍ରଶ୍ନ କରିଛନ୍ତି l. ଯଦି ନିର୍ମାଣ କରାଗଲା କଣ ପାଇଁ? ଯଦି ନିର୍ମାଣ କରାଗଲା ଗୁଡାରି ସହର ର ତିନି ଜଣ ବ୍ୟକ୍ତି ଙ୍କ ସ୍ୱାର୍ଥ ପାଇଁ ନିର୍ମାଣ କରାଗଲା ବୋଲି ସ୍ଥନୀୟ ବାସି ଅଭିଯୋଗ କରିଛନ୍ତି l ଆଜିର ଦିନରେ ସହର ର କୌଣସି ସ୍ଥାନରେ ପରିବା ବିକିବା ନିମନ୍ତେ ଷ୍ଟଲ ଗୋଟିଏ ନାହିଁ କିନ୍ତୁ ସହର ର ଶେଷ ଭାଗରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ରେ ନିର୍ମାଣ କରାଯାଇଥିବା ଭେଣ୍ଡିଙ୍ଗୀ ଯ଼ୋନ ଲୋକଙ୍କ କୌଣସି କାମରେ ଆସୁନାହିଁ କିନ୍ତୁ ଏହି ଭେଣ୍ଡିଙ୍ଗୀ ଯ଼ୋନ ନିର୍ମାଣ କରି ବିଭାଗୀୟ ଯନ୍ତ୍ରୀ ଓ ଓ କେତେକ ବିଜେଡି ନେତା ଏହୁ ଭେଣ୍ଡିଙ୍ଗୀ ନିର୍ମାଣ ରେ ମାଲା ମାଲ ହୋଇଥିବା ସ୍ଥାନୀୟ ବାସି ଅଭିଯୋଗ କରିଛନ୍ତି l

ନୂତନ ବିଜେପି ସରକାର ଗୁଡାରି ଭେଣ୍ଡିଙ୍ଗୀ ଯ଼ୋନ ର କାର୍ଯ୍ୟକ୍ଷେମ କରିବା ନିମନ୍ତେ ଦାବିକରୁଥିବାର ଦେଖିବା କୁ ମିଳୁଛି l

ରାୟଗଡା ରି ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ