May 24, 2025

ବିଜୁ ଜନତା ଦଳର ସାଂସଦ ପାର୍ଥୀ ପ୍ରଦୀପ ମାଝୀ ଙ୍କ ପାଇଁ କାଜାମ ମୋଦାନି ଙ୍କ ମାରାଥନ ପ୍ରଚାର….

Share

 

ଉମରକୋଟ:-ନିକଟ ରେ କାଜମ ମୋଦାନି ବିଜେପି ରୁ ଇସ୍ତଫା ଦେବା ପରେ ତାଙ୍କୁ ସତାଧିକ ସମର୍ଥକ ମାନଙ୍କୁ ନେଇ ସାଂସଦ ପାର୍ଥୀ ପ୍ରଦୀପ ମାଝୀଙ୍କ ପାଇଁ ମାରାଥନ ପ୍ରଚାର ଚଲାଇ ଛନ୍ତି ବିଶେଷ କରି କୁଇ ସମାଜର ଲୋକ ମାନେ ବସ ବାସ କରୁଥିବା ଗ୍ରାମ ମାନଙ୍କୁ ଟାର୍ଗେଟ କରି ପ୍ରଚାର କରୁଥିବା ଦେଖିବାକୁ ମିଳିଛି। ଶ୍ରୀ ମୋଦାନି ଜଣେ ଟାଣୁଆ ନେତା ହୋଇ ଥିବାରୁ ତାଙ୍କ ପ୍ରତି ବ୍ୟାପକ ଜନ ସମଥନ ମିଳୁ ଥିବା ବେଳେ ଝରିଗାଁ, ଉମରକୋଟ, ରାଇଘର ଓ ପାପଡ଼ାହାଣ୍ଡି ବ୍ଲକ ରେ ଶ୍ରୀ ମୋଦାନି ନିଜ ସମର୍ଥକ ସହ ଜୋରଦାର ପ୍ରଚାର ଜାରୀ ରଖିଛନ୍ତି ତାଙ୍କ ସହିତ କୁଇ ନେତା ପ୍ରଭୁ ଦାସ ସାନ୍ତା,ପବିତ୍ର ଗୋରଡ଼ା, ଧୋନୀ ରାମ ଗୋଣ୍ଡ, ପର୍ଶୁ ଭତ୍ରା, ଦାମୋ ସାନ୍ତା ମଧ୍ୟ ପ୍ରଦୀପ ଏବଂ ଉମରକୋଟ ବିଧାୟିକା ପାର୍ଥିନୀ ନବିନା ଙ୍କ ପାଇଁ ପ୍ରଚାର ଜାରୀ ରଖିଛନ୍ତି ।(ଏମ୍.ଦିନା°ଶୁ ଆଚାରୀ)

You may have missed