ଖବର ଆଜିର
*ଖବର ଆଜିର*
ତାରିଖ ୧୧/୦୫/୨୦୨୩ ଗୁରୁବାର ।
ଆଜି ସୁପ୍ରିମକୋର୍ଟ ସ୍ଥିର କରିବେ ସିନ୍ଦେ ସରକାରଙ୍କ ଭାଗ୍ୟ, ୧୬ ବିଧାୟକଙ୍କ ନିଲମ୍ବନ ମାମଲାରେ କୋର୍ଟ ଦେବେ ନିଷ୍ପତ୍ତି ।
ଯୌନ ଶୋଷଣ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ଡୋନାଲ୍ଡ ଟ୍ରମ୍ପ, ଗଣିବେ ୪୧ କୋଟି ଟଙ୍କା ଜରିମାନା ।
ବାଗେଶ୍ୱର ଧାମରୁ ନିଖୋଜ ହେଉଛନ୍ତି ଲୋକ, ୪ମାସ ମଧ୍ୟରେ ୨୧ ଜଣ ନିଖୋଜ ନେଇ ଥାନାରେ ମାମଲା।
‘ବ୍ୟାନ ଲଗାଇବା ଭୁଲ’: ପଶ୍ଚିମବଙ୍ଗରେ ‘ଦ କେରଳ ଷ୍ଟୋରୀ’ କୁ ନେଇ ଅନୁରାଗ କଶ୍ୟପଙ୍କ ଟାର୍ଗେଟ ।
ଜୁନ୍ ୨୨ରେ ଆମେରିକା ଯିବେ ପ୍ରଧାନମନ୍ତ୍ରୀ ମୋଦୀ, ରାଷ୍ଟ୍ରପତି ବାଇଡେନଙ୍କ ସହ କରିବେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ।
ବିନା ଅନୁମତିରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ପରିଦର୍ଶନ ପଡିବ କି ମହଙ୍ଗା, ରାହୁଲ ଗାନ୍ଧୀଙ୍କୁ ନୋଟିସ ପଠାଇବ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ।
ଆଇସିସି ୱାଲ୍ଡ କପ ୨୦୨୩ ପାଇଁ ତାରିଖ ଓ ଭେନ୍ୟୁ ଘୋଷଣା, ଅକ୍ଟୋବର ୫ରେ ଇଂଲଣ୍ଡ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯିବ ଉଦଘାଟନୀ ମ୍ୟାଚ୍।
ରାଜସ୍ଥାନ ରାଜ୍ୟ ରାଜନୀତିରେ ହଲଚଲ ଭିତରେ ପହଁଚିଲେ ପ୍ରଧାନମନ୍ତ୍ରୀ ମୋଦି । ରାଜ୍ୟକୁ ଦେଲେ ୫ହଜାର ୫ଶହ କୋଟିର ଉପହାର ।
ଗୁଗୁଲ୍ ସର୍ଚ୍ଚ, ଜି-ମେଲ୍ରେ ଯୋଡ଼ିହେଲା ଏଆଇ ।
ଛଟେଇ କରିପାରିବନି ଗୋ ଫାଷ୍ଟ୍: ତେଲ ପକାଇବାକୁ ପଇସା ନାହିଁ, ମେ’ ୧୯ ପର୍ଯ୍ୟନ୍ତ ଉଡ଼ାଣ ବାତିଲ ।
ବୁଥ୍ବାହୁଡ଼ା ମତ: କର୍ଣ୍ଣାଟକରେ ଝୁଲା ବିଧାନସଭା!
ପାକିସ୍ତାନରେ ଥମୁନି ହିଂସା: ଦେଶବ୍ୟାପୀ ବିସ୍ଫୋରକ ସ୍ଥିତି, ୬ ଜଣଙ୍କ ମୃତ୍ୟୁ ହେଲାଣି ।
ଝାରସୁଗୁଡ଼ାରେ ୭୮.୭% ମତଦାନ, ଇଭିଏମ୍ରେ ବନ୍ଦ ୯ ପ୍ରାର୍ଥୀଙ୍କ ଭାଗ୍ୟ ।
ଆଦାନି-ହିଣ୍ଡେନ୍ବର୍ଗ ମାମଲା: ମୁଦା ଲଫାପାରେ ରିପୋର୍ଟ ଦେଲା କମିଟି, ୧୨ରେ ଶୁଣାଣି ।
ଦିଲ୍ଲୀକୁ ୨୭ ରନରେ ହରାଇଲା ଚେନ୍ନାଇ, ପ୍ଲେ ଅଫର ନିକଟତର ଧୋନୀ ବାହିନୀ ।
ଚାରି ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ; ଗୁରୁବାର ମୋଦୀଙ୍କୁ ଭେଟିବେ ନବୀନ ।
World Boxing Championship: ଇତିହାସ ରଚିଲେ ଭାରତୀୟ ବକ୍ସର, ପଦକ ନିଶ୍ଚିତ କଲେ ଦୀପକ ଭୋରିଆ, ମହମ୍ମଦ ହୁସାମୁଦ୍ଦିନ ଏବଂ ନିଶାନ୍ତ ଦେବ।
ଭାରତ ଏବଂ ୟୁରୋପୀୟ ସଂଘ ମଧ୍ୟରେ କମୁଛି ବିବାଦ, ଦୁଇ ପକ୍ଷ ମଧ୍ୟରେ ରଣନୀତିକ ଆଲୋଚନା ବଢିବ ।
କେନ୍ଦ୍ର-ଦିଲ୍ଲୀ ସରକାରଙ୍କ ବିବାଦ ଉପରେ ଶୁକ୍ରବାର ନିଷ୍ପତ୍ତି ଶୁଣାଇବେ ସୁପ୍ରିମକୋର୍ଟ ।
ଆର୍ଜେଣ୍ଟିନା ସରକାରଙ୍କ ଉପରେ ବଡ଼ ଅଭିଯୋଗ ଲଗାଇଲେ ପୋପ୍ ଫ୍ରାନ୍ସିସ୍, କହିଲେ- ‘ମୋ ମୁଣ୍ଡ କାଟିବାର ଯୋଜନା ଥିଲା’।
ସୁପ୍ରଭାତ ,ଶୁଭ ସକାଳ ।