April 15, 2025

ଅବିଭାବକଙ୍କ ନଜର ପିଲାଙ୍କ ଉପରେ ରହିବା ଏକାନ୍ତ ଜରୁରୀ ଅଟେ l

Share

ଗୋପ :- ଗୋପ ଶିକ୍ଷା ମଣ୍ଡଳ ଅଧିନସ୍ତ ଗଣେଶ୍ୱରପୁର ପଞ୍ଚାୟତ ଅନ୍ତର୍ଗତ ଶିଶୋ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର 10 ମ ବାର୍ଷିକ ଉତ୍ସବ ଅନୁଷ୍ଠିତ । ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିବଦତ୍ତ ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବାର୍ଷିକ ଉତ୍ସବରେ….

ମୁଖ୍ୟ ଅତିଥ୍ ଭାବେ : ଶ୍ରୀମତୀ ଝୁନୁ ମଲ୍ଲିକ ଅଧ୍ଯକ୍ଷା, ପଞ୍ଚାୟତ ସମିତି, ଗୋପ l ମୁଖ୍ୟବକ୍ତା ଭାବେ : ଶ୍ରୀମତୀ ଛବିରାଣୀ ସାହୁ ମଣ୍ଡଳ ଉନ୍ନୟନ ଅଧିକାରୀ, ଗୋପ ପଞ୍ଚାୟତ ସମିତି l

ବିଶିଷ୍ଟ ଅତିଥ୍ ଭାବେ : ଶ୍ରୀଯୁକ୍ତ ହିମାଂଶୁ ଭୂଷଣ ସମରଥ ପୁରୀ ଜିଲ୍ଲା ଅତିରିକ୍ତ ଶିକ୍ଷାଧିକାରୀ l ସମ୍ମାନୀତ ଅତିଥିଭାବେ : ବନରଞ୍ଜନ ପଟ୍ଟନାୟକ ଗୋପ ପଞ୍ଚାୟତ ସମିତି ଉପାଧକ୍ଷ l ପ୍ରମୋଦ ରାୟ ଏଗାର ନମ୍ବର ଜିଲ୍ଲାପରିଷଦ ଜୋନ ର ଜିଲ୍ଲାପରିଷଦ ସଭ୍ୟ l ଗଣେଶ୍ୱରପୁର ପଞ୍ଚାୟତ ର ସରପଞ୍ଚ ପ୍ରଭାତ ବେହେରା l ସୁଶୀଳ କୁମାର ବ୍ରହ୍ମା ଗୋପ ମଣ୍ଡଳ ଶିକ୍ଷାଧୂକାରୀ, ଗୋପ,

ଅଜୟ କୁମାର ରଥ :- ସଭାପତି, ଶିକ୍ଷକ ସମନ୍ବୟ ସମିତି ଗୋପ l ସରୋଜ କୁମାର ମିଶ୍ର ସାଧାରଣ ସଂପାଦକ, ଶିକ୍ଷକ ସମନ୍ବୟ ସମିତି ଗୋପ l ଅଭୟ କୁମାର ଭଟ୍ଟ ଶିଶୋ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପରିଚାଳନା କମିଟି ସଭାପତି l

ଦେବାଶିଷ ପ୍ରଧାନ ସି.ଆର.ସି.ସି., ଗଣେଶ୍ବରପୁର ନୋଡ଼ାଲ ୟୁ.ପି. l ମୁଖ୍ୟ ବକ୍ତା ତାଙ୍କ ଅବିଭାଷଣ ପ୍ରସଙ୍ଗରେ ଅବିଭାବକଙ୍କୁ ପରାମର୍ଶ ଦେଇଥିଲେ କୀ ନଜର ପିଲାଙ୍କ ଉପରେ ରହିବା ଏକାନ୍ତ ଜରୁରୀ ଅଟେ l ତତସହିତ ସରକାରୀ ବିଦ୍ୟାଳୟ ହି ଉତ୍ତମ ଶିକ୍ଷାନୁଷ୍ଠାନ ଯେଉଁଠି ଗ୍ରାମଞ୍ଚଳ ର ଗରିବ ଶ୍ରେଣୀର ଅବିଭାବକ ଙ୍କ ପିଲାମାନେ

ଉତ୍ତମ ଶିକ୍ଷା ହିଁ ଚରିତ୍ର ଗଠନ ଓ ସଫଳତାର ମାପକାଠି। ଏହି ଅବସରରେ ବିଦ୍ୟାଳୟର କୃତି ଛାତ୍ରଛାତ୍ରୀମାନଙ୍କୁ ଅତିଥ୍ୟାମାନଙ୍କ ଦ୍ବାରା ପୁରସ୍କୃତ କରଯାଇଥିଲା। ଉକ୍ତ ବାର୍ଷିକ ଉତ୍ସବରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସୁହେଯାଗ କରି କରିବା ବେଳେ ପରିଚାଳନା କମିଟିର ସଦସ୍ୟ, ଅଭିଭାବକ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ। ପରେ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ