କୋଶଳ ବିବାଦ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଗାନ୍ଧୀବାଦୀ କୃଷ୍ଣା ମହାନ୍ତି : ପ୍ରତି ଓଡିଆର ବିକାଶରେ ସରକାରୀ ବିଫଳତାର କାରଣ କୋଶଳ ଆନ୍ଦୋଳନ..
( ଦେବାଶିଷ ଦାଶ ) ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିଶିଷ୍ଟ ଗାନ୍ଧୀବାଦୀ ଶ୍ରୀମତୀ କୃଷ୍ଣା ମହାନ୍ତି । ଏଥିରେ ସେ କହିଛନ୍ତି, ପ୍ରତି ଓଡିଆର ବିକାଶରେ...