ଗଜପତି:- ଫାଇଲେରିଆ(ବାତଜ୍ୱର) ରୋଗ’ର ପରିଚାଳନା ଏବଂ ଶାରିରୀକ ଅସାମର୍ଥ୍ୟ’ର ନିରାକରଣ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ..
ଗଜପତି ଜିଲ୍ଲା କାଶୀନଗର ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର'ର ସମ୍ମିଳନୀ କକ୍ଷ ଠାରେ ଆଜି ବ୍ଲକସ୍ତରୀୟ ଫାଇଲେରିଆ(ବାତଜ୍ୱର) ରୋଗ'ର ପରିଚାଳନା ଏବଂ ଶାରିରୀକ ଅସାମର୍ଥ୍ୟ'ର ନିରାକରଣ ସମ୍ପର୍କିତ...