ଆଉ ନୁହେଁ ଲୁହ, କର୍ମ ହିଁ ଶ୍ରଦ୍ଧାଞ୍ଜଳି: ସରୋଜ ଭାଇଙ୍କ ଆଦର୍ଶରେ ଗଢ଼ାଗଲା ‘ଜନ ସେବା ସଂଗଠନ’..
ମୁଖ୍ୟ ଅତିଥି ଦିଲୀପ କୁମାର ସ୍ୱାଇଁଙ୍କ ସମେତ ବହୁ ବନ୍ଧୁଙ୍କ ଶପଥ; ସମାଜସେବାର ମହାଯାତ୍ରା ଆରମ୍ଭ ରାହାମା-୧୧/୧୧-ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଳକ ସାଇଲୋ ପଞ୍ଚାୟତର ମଠସାହିଠାରେ ନିଃସ୍ୱାର୍ଥପର...
