July 6, 2024

ବାଙ୍କି ବଜାରରେ ନାମ ଯଜ୍ଞ ପାଇଁ ଶୁଭଖୁଣ୍ଟି ସ୍ଥାପନ

Share

ବାଙ୍କି ବଜାରରେ ନାମ ଯଜ୍ଞ ପାଇଁ ଶୁଭଖୁଣ୍ଟି ସ୍ଥାପନ

ବେଲଗୁଣ୍ଠା, 10/11, ଆସନ୍ତା ନଭେମ୍ବର୍ 21 ତାରିଖରୁ 24 ତାରିଖ ପର୍ଯ୍ୟନ୍ତ ବେଲଗୁଣ୍ଠା ସହରର ବାଙ୍କି ବଜାରରେ ଚବିଶି ପ୍ରହର ଅଖଣ୍ଡ ନାମ ଯଜ୍ଞ ଅନୁଷ୍ଠିତ ହେବ I ଏହି ଅବସରରେ ଆଜି ବାଙ୍କି ବଜାର ଠାରେ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି I କାର୍ଯ୍ୟକ୍ରମରେ କାର୍ଯ୍ୟକାରୀ ସଭାପତି କେ ଜିତେନ୍ଦ୍ର ସୁବୁଦ୍ଧି,ସମ୍ପାଦକ ଭାଗିରଥୀ ଡାକୁଆ, ଉପଦେଷ୍ଟା ଭି ଦେବୀ ପ୍ରସାଦ ପାତ୍ର, କୋଷାଧ୍ୟକ୍ଷ ମନୋରଞ୍ଜନ ପାତ୍ର, ସଦସ୍ୟ ଦୀପକ୍ ପାତ୍ର , ତ୍ରୀପତୀ ପାତ୍ର,ସନ୍ତୋଷ କୁମାର ପାତ୍ର,ଦୟାନିଧି ଡାକୁଆ, କାଉନସିଲର୍ ଦିବ୍ୟ ରଞ୍ଜନ ଦାଶ୍, କାଉନସିଲର୍ ପ୍ରତିନିଧି ସନ୍ତୋଷ କୁମାର ସ୍ଵାଇଁ ପ୍ରମୁଖ ଉପସ୍ଥିତ ଥିଲେ I ଗଣମାଧ୍ୟମ ପ୍ରତିନିଧି ନାରାୟଣ ପଣ୍ଡା, ମନୋରଞ୍ଜନ ମହାରଣା ଏବଂ ବାଙ୍କି ବଜାର ସାହି ବାସୀନ୍ଦା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ I

ଫଟୋ.                ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ, ସାହୁ

You may have missed