September 11, 2026
ajiro khabar
Share

 

 

୧-ନନ୍ଦନକାନନରେ ନୂଆ ଉତ୍ସାହ, କଣ୍ଢେଇ ଧରି ଖେଳୁଛନ୍ତି ଓରାଂଓଟାନ,ଛାଡୁନାହାଁନ୍ତି କେୟାର ଟେକରଙ୍କ କୋଳ।

 

୨-ୟୁଏଇରେ ଓଡ଼ିଶାର ବିଜନେସ୍ ମିଶନ୍; ମୋହନଙ୍କ ରାଉଣ୍ଡଟେବୁଲ୍ ବୈଠକରେ ରପ୍ତାନି ଓ ନିଯୁକ୍ତି ଉପରେ ବଡ଼ ଫୋକସ୍।

 

୩-ଭୁବନେଶ୍ୱର:ସବୁଠି ଅଶାନ୍ତ କ୍ଯାମ୍ପସ୍, ଉତ୍କଳ,ବିଜେବି ପରେ ରାଜଧାନୀ କଲେଜରେ ଗୋଷ୍ଠୀ ସଂଘର୍ଷ।

 

୪-ଶ୍ରୀମନ୍ଦିରରେ ୨ ଘଣ୍ଟା ବନ୍ଦ ରହିଲା ସାଧାରଣ ଦର୍ଶନ; ଭକ୍ତଙ୍କ ବାନ୍ତି ପରେ ହେଲା ବଡ଼ ମହାସ୍ନାନ ନୀତି।

 

୫-ACF ସୌମ୍ୟରଂଜନ ମୃତ୍ୟୁ ମାମଲା : ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କ ଆବେଦନ ହାଇକୋର୍ଟରେ ଖାରଜ।

 

୬-ପୁଣି ଓଡ଼ିଶାକୁ କେନ୍ଦ୍ରର ଉପହାର, ଝାରସୁଗୁଡ଼ା-ଖଡ଼ଗପୁର ୪ର୍ଥ ଲେନ୍ ଟ୍ରାକ୍‌କୁ ମିଳିଲା ମଞ୍ଜୁରୀ।

 

୭-ଭଦ୍ରକ:ଚାକିରି ନାଁରେ କୋଟିଏରୁ ଅଧିକ ଠକେଇ, ମହାଠକ ଗିରଫ; ଉପମୁଖ୍ୟମନ୍ତ୍ରୀଙ୍କ ପିଏ କହି ଠକିଥିଲା।

 

୮-ସମ୍ବଲପୁର-ଝାରସୁଗୁଡ଼ା ସୀମାନ୍ତ ତଲାବିରାରେ ଜଳୁଛି କୋଇଲା, ରାଜସ୍ୱ କ୍ଷତି ସହ ବଢୁଛି ପ୍ରଦୂଷଣ।

 

୯-କଟକ-ରାଜନଗର ରୁଟ୍‌ରେ କଖାରୁଣୀ ଛକ ନିକଟରେ ଭୟଙ୍କର ଦୁର୍ଘଟଣା; ରାସ୍ତା ତଳକୁ ଓଲଟିଲା ବସ୍, ୩୦ରୁ ଅଧିକ ଯାତ୍ରୀ ଆହତ।

 

୧୦-ବଲାଙ୍ଗିର, ଭରୁଆପାଲି ଗାଁ:ସୈତାନ ସାଜିଲା ସ୍ୱାମୀ! ମଦ ପିଇ ସ୍ତ୍ରୀକୁ ମାରିଲା, ୩ ବର୍ଷର ଝିଅକୁ ବି ହାଣିଲା।

 

୧୧-ଭାରତରେ ବିଭିନ୍ନ ରାଜ୍ୟ ସହିତ ପାକିସ୍ତାନରେ ଥିବା ମହାପ୍ରଭୁଙ୍କ ଜମି ଚିହ୍ନଟ ହେବ: ଆଇନ ମନ୍ତ୍ରୀ

 

୧୨-ସୁନ୍ଦରଗଡ଼, ପିଠାଭୁଇଁ ଜଙ୍ଗଲ:ପାର୍ବଣ ପୂର୍ବରୁ ଜଙ୍ଗଲରେ ବେଆଇନ ମଦ କାରବାର ଉପରେ ଚଢ଼ାଉ; ବିପୁଳ ଦେଶୀ ମଦ ସହ ମଦ ପ୍ରସ୍ତୁତି ସାମଗ୍ରୀ ଜବତ।

 

୧୩-ସାମାଜିକ ଗଣମାଧ୍ୟମରେ ୮୦ ଦଶକର ଟ୍ରେଣ୍ଡ:ମାୟାରେ ବାୟା ୭ରୁ ୭୦ ,ନେତାଠୁ ସେଲିବ୍ରିଟ୍ ସମସ୍ତେ ରେଟ୍ରୋ ପ୍ରେମରେ।

 

୧୪-୧୦୦ ବର୍ଷର ରେକର୍ଡ ଧ୍ୱସ୍ତ ! ଓଲି ରବିନସନ୍ ହାସଲ କଲେ ୧୦୦ ୱିକେଟ୍, ବୁମରାଙ୍କୁ ପକାଇଲେ ପଛରେ।

 

୧୫-ଅଶୋଧିତ ତେଲ ୧୦୦ ଡଲାର ଟପିଲା, ପେଟ୍ରୋଲ ଲିଟରରେ ୫ ଓ ଡିଜେଲରେ ୨୩ ଟଙ୍କା କ୍ଷତି।

 

୧୬-ସାହାରା ଗ୍ରୁପ ଠକେଇର ଶିକାର ଲୋକଙ୍କ ପାଇଁ ଖୁସୀ ଖବର: ମିଳିବ ଫସି ରହିଥିବା ଟଙ୍କା।

 

୧୭-ଲାଲକିଲ୍ଲା ବିସ୍ଫୋରଣ: ଉମର-ଉନ-ନବି ମାଷ୍ଟରମାଇଣ୍ଡ,ଏନଆଇଏ ଚାର୍ଜସିଟ୍‌ରେ ଖୁଲାସା।

 

୧୮-ଦୁବାଇ, ମହିଳା ଏସିଆ କପ୍ :ଆଜି ଭାରତ -ବାଙ୍ଗଲାଦେଶ ସେମିଫାଇନାଲ।

 

୧୯-ଗୁଜରାଟର ଗାନ୍ଧୀନଗରରେ ବଡ଼ ଦୁର୍ଘଟଣା, ନିର୍ମାଣାଧୀନ ବିଲ୍ଡିଂର ଭାଙ୍ଗିଲା ସ୍ଲାବ୍; ଚାପି ହୋଇଛନ୍ତି ୧୫ ଜଣ।

 

୨୦-ବ୍ରିକ୍ସ ସମ୍ମିଳନୀକୁ ନେଇ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି;ମୁତୟନ ହେବେ ୭ ହଜାର ଯବାନ।

 

୨୧-ବିଶ୍ୱର ସବୁଠାରୁ ଧନୀ ପ୍ରଧାନମନ୍ତ୍ରୀ ଲରେନ୍ସ ୱଙ୍ଗ, ଟ୍ରମ୍ପଙ୍କଠାରୁ ପାଆନ୍ତି ଅଧିକ ୭ ଗୁଣା ଦରମା।

 

୨୨-ହର୍ମୁଜ ପ୍ରଣାଳୀରେ ଆମେରିକା ଓ ଇରାନ ମଧ୍ୟରେ ଭୟଙ୍କର ସଂଘର୍ଷ, ଜଳିଗଲା ଲକ୍ଷ ଲକ୍ଷ ବ୍ୟାରେଲ୍ ତେଲ।