March 10, 2026

ସମ୍ବଲପୁର ଜିଲ୍ଲା ଆଚେରୀ ଆସିସିଏସନ କାର୍ଯ୍ୟାଳୟ ଉଦଘାଟିତ 

IMG-20250910-WA0011
Share

 

 

ସମ୍ବଲପୁର(ରାଜା ରାମ ଷଡ଼ଙ୍ଗୀ):ଆଜି ଯୁଯୁମୁରା ଠାରେ ସମ୍ବଲପୁର ଜିଲ୍ଲା ଆଚେରୀ ଆସିସିଏସନର ଏକ କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି।

ମୁଖ୍ୟଅତିଥି ଭାବେ ରେଢ଼ାଖୋଲ ବିଧାୟକ ତଥା ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ଯୋଗଦେଇ ଏହି ନୂତନ କାର୍ଯ୍ୟାଳୟକୁ ଫିତା କାଟି ଉଦଘାଟନ କରିଥିଲେ।

ଏହି ଅବସରରେ ଆଚେରୀ ସଙ୍ଘ ଜିଲ୍ଲା ସଭାପତି କିଶୋର କୁମାର ଦେହୁରୀ, ଉପସଭାପତି ଅଶ୍ୱିନୀ କୁମୁରା, ଦ୍ରୋଣାଚାର୍ଯ୍ୟ ମିତ୍ରଭାନୁ ମହାପାତ୍ର, କୋଚ ମାନସ ରଞ୍ଜନ ମୁଣ୍ଡା, ଲିପିଣ୍ଡା ସରପଞ୍ଚ ପ୍ରଫୁଲ୍ଲ ମିର୍ଦ୍ଧା, ମେଘପାଳ ସରପଞ୍ଚ ମମତା ପ୍ରଧାନ, ସମିତି ସଭ୍ୟା ଲିଳିମା ଧୂରୁଆ, ଟାମ୍ପରଗଡ଼ ସରପଞ୍ଚ, ବୈରାଗୀ ଦେହୁରୀ, ଦୀପକ ପ୍ରଧାନ, ବିରେନ ଭୋଇ, ଅବନୀ କୁମୁରା, ପଙ୍କଜ ବୁଡ଼େକ ପ୍ୟାରୀ ପ୍ରଧାନ, ଛାମୁଣ୍ଡା ସରପଞ୍ଚ ପ୍ରମୁଖ ଉପସ୍ଥିତ ଥିଲେ