April 26, 2026

ରାୟଗଡା ବିଜେଡି କୁ ଶକ୍ତ ଧୋକା 

IMG-20250910-WA0006
Share

 

ଦଳରୁ ଇସ୍ଥାଫା ଦେଇଛନ୍ତି ଦଳର ଦୀର୍ଘ 51ବର୍ଷ ଦଳ ପାଇଁ କାମ କଲା ପରେଦଳର ବିଭିନ୍ନ ଗୁରତ୍ୱ ପୂର୍ଣ୍ଣ ଯଥା ଦଳ ର ଉପସଭାପତି ରାଜ୍ୟ ସଭା ସାଂସଦ ବିଭିନ୍ନ ନିଗମର ଚେୟାରମ୍ୟାନ ଜିଲ୍ଲା ସଭାପତି ଦୀର୍ଘ 51 ଦବର୍ଷ ଧରି ଦଳ ପାଇଁ ନିଜକୁ ହଜାଈ ଦେଇଥିବା ଅଭିଜ୍ଞ ନେତା ଦ ଳରୁ ଇସ୍ଥପା ଦେଇଛନ୍ତି ବରିଷ୍ଟ ନେତା N ଭାସ୍କର ରାଓ ତାଙ୍କ ସହ ପୂର୍ବତନ ମନ୍ତ୍ରୀ ଲାଳବିହାରୀ ହିମରିକା ପୂର୍ବତନ ଜିଲ୍ଲା ପରିଷଦ ଅଧକ୍ଷ୍ୟ ଗଙ୍ଗାଧର ପୁଆଲା, ମୁନସିପାଲଟି ଚେୟାରମ୍ୟାନ ମହେଶ ପଟନାୟକ ସହ ଭାସ୍କରଙ୍କ ସହ ଦଳରେ ଥିବା ସରପଞ୍ଚ ସମିତି ସଭ୍ୟ ଜିଲ୍ଲାପରିଷଦ ସଭ୍ୟ ଙ୍କ ସହ ଅନେକ କର୍ମୀ ଆଜି ଭାସ୍କରଙ୍କ ସହ ଏକ ମତ ହୋଇ ଦଳ ଛାଡିଛନ୍ତି ଏନେଇ ଆଜି ସାମ୍ବାଦିକ ସମ୍ମିଳନୀ ରେ ଘୋଷଣା କରିଛନ୍ତି ବିଜେଡି ରେ ଆସନ୍ତୁଷ୍ଟ ଥିଲେ ଭାସ୍କର ରାଓ ସାମ୍ବାଦିକ ସମ୍ମିଳନୀ ରେ ନିଜ ଅସ ନ୍ତୁଷ୍ଟ ଝାଡିଛନ୍ତି । ଜିଲ୍ଲା ସଭାପତି ଚୟନ କୁ ନେଇ ଖୁବ ବିରକ୍ତି ପ୍ରକାଶ କରିଛନ୍ତି।,ବିଜେଡି ର ଜିଲ୍ଲା ସଭାପତି ଚୟନ ସମସ୍ତଙ୍କ ମନରେ ଗଭୀର ଆଘାତ ଦେଇଛି ପରାଜିତ ବ୍ୟକ୍ତି ଙ୍କୁ ସଭାପତି ପଦ ଦିଆଯାଇଛି ହେଲେ ଦକ୍ଷ ନେତା ଙ୍କୁ ପଦେ ପଚରା ଯାଉନି ଆମେ ନବୀନ ବିରଧି ନୁହଁ କିନ୍ତୁ ବିଜୁ ପ୍ରେମୀ ।କର୍ମୀ ଯାହା ନିଷ୍ପତ୍ତି ନେବେ ଆମେ ତାହା ମାନିବୁ ବୋଲି କୋହ ଭରା କଣ୍ଠରେ ସାମ୍ବାଦିକ ସମ୍ମିଳନୀ ରେ ପ୍ରକାଶ କରିଥିଲେ ।ପ୍ରକାଶ ଥାଉକି. ୨୦୧୯ ମହସିଆ ଠାରୁ ଭାସ୍କର ରାଓ ଙ୍କ ପ୍ରତି ସମସ୍ତଙ୍କ ମନ ଭାଙ୍ଗି ଯାଇଥିଲା କାରଣ ଶ୍ରୀ ଯୁକ୍ତ ରାଓ କ୍ଷମତା ର ଅପବ୍ୟବହାର କରି କର୍ମୀ ମାନଙ୍କ ଉପରେ ମନ ଇଚ୍ଛା ଦୁର୍ବ୍ୟବହାର କରୁଥିବା କଥା ଅନେକ କର୍ମୀ ଏଣେତେଣେ କହିବୁଲିବା ଦେଖିବାକୁ ମିଳୁଥିଲା ପ୍ରକାଶ ଥାଉ କି ନଅ ତାତିଖ ଦିନ ଭାସ୍କର ରାଓ ଯେଉଁ କର୍ମୀ ମାନଂକୁ ଡକାଇ ଦଳ ଛାଡିବାକୁ କହି ଥିଲେ ପ୍ରକୃତରେ ସେ କର୍ମୀ ମାନେ ନିଜ ଇଚ୍ଛାରେ ଆସୀନଥିଲେ ସେମାନେ ଆସିଥିଲେ ଯେ ଦୀର୍ଘ ଦିନ ଧରି ଆମେ ଯେମିତି ନିର୍ଯାତିତଓ ଅପମାନ ପାଉଥିଲୁ ତାହା ଆଜି ରାଓ ବାବୁଙ୍କ ମୁହଁରୁ ଦେଖିବାପାଇଁ କର୍ମୀଙ୍କ ଭିଡ଼ ଜମି ଥିଲା ହେଲେ ରାଓ ବାବୁ ବହୁତ ଖୁସି ଯେ ମୋ ପାଇଁ ଆଜି ଏତେ କର୍ମୀ ଅଛନ୍ତି ବୋଲି ତେବେ ଦେଖିବାକୁ ବାକି ରହିଲା ରାଓ ବାବୁ ଆଗାମୀ ଦିନରେ ନୂଆ ଦଳ ଗଡୁଛନ୍ତି ନା ବିଜେପି କଂଗ୍ରେସ ରେ ମିସୁଛନ୍ତି ତାହା ଦେଖିବାକୁ ବାକି ରହିଲା । କଥାରେ ଅଛି ଅତି ଗର୍ବେ ହତ ଲଙ୍କା ଠିକ ସେହିପରି କ୍ଷମତାର ଅପବ୍ୟବହାର କରି ରାଓ ବାବୁଙ୍କ ଅବସ୍ଥା.ରାୟଗଡା ରୁ ରବିରାଜ ବୈଦ୍ୟ