June 10, 2026

ଅଧାପନ୍ତରିଆ ଅବସ୍ଥାରେ ମୋହନା ଆଦିବାସୀ ଅନୁସୂଚିତ ଉଚ୍ଚ

IMG-20230910-WA0008
Share

ଅଧାପନ୍ତରିଆ ଅବସ୍ଥାରେ ମୋହନା ଆଦିବାସୀ ଅନୁସୂଚିତ ଉଚ୍ଚ ବିଦ୍ୟାଳୟ ଶ୍ରେଣୀ ଗୃହ —- ଗଜପତି ଜିଲ୍ଲା ଆଇ ଟି ଡି ଏ ସଂସ୍ଥା ସହାୟତାରେ ନିର୍ମାଣ ହୋଇଥିବା ଶ୍ରେଣୀ ଗୃହ ଦୀର୍ଘ ବର୍ଷ ହେଲାଣି ଅଧାପନ୍ତରିଆ ଅବସ୍ଥାରେ ପଡ଼ିରହିଛି। ବିଭାଗ ବର୍ଷ ବର୍ଷ ଧରି କୋଟି କୋଟି ଟଙ୍କା ବ୍ୟୟରେ ଅନେକ କୋଠା ନିର୍ମାଣ କରୁଥିବା ବେଳେ ଏହି ଅଧାପନ୍ତରିଆ କୋଠା ପ୍ରତି କେମିତି କାହାର ଦୃଷ୍ଟି ପଢ଼ୁନି ସାଧାରଣରେ ଆଲୋଚନା ହେଉଛି। ଏହି ବିଷୟ ବିଭାଗ ଅଧିକାରୀ ଙ୍କ ଦୃଷ୍ଟି କୁ ଆଣିବାରୁ ଅତି ଶୀଘ୍ର ଅଧାପନ୍ତରିଆ କୋଠା ନିର୍ମାଣ ଆରମ୍ଭ କରି କାର୍ଯ୍ୟରେ ଲଗାଯିବ ବୋଲି ପ୍ରକାଶ କରିଛନ୍ତି।