କାଠଡେରା ଠାରେ ମଣ୍ଡଲସ୍ତରୀୟ ବିଜେପିର କର୍ମଶାଳା

ସୁରେନ୍ଦ୍ର କଠାର,ବରଗଡ
ବିକଶିତ ଭାରତ ଅମୃତ କାଳ ସେବା,ସୁଶାସନ ଏବଂ ଗରିବ କଲ୍ୟାଣରେ କେନ୍ଦ୍ର ର 11 ବର୍ଷ ଓ ରାଜ୍ୟ ର 1 ବର୍ଷ ଉପଲକ୍ଷେ ଆଜି ମଂଗଲବାର ସନ୍ଦ୍ୟା ୭ଟାରେ ଭାରତୀୟ ଜନତା ପାର୍ଟି ଅତାବିରା ନିର୍ବାଚନ ମଣ୍ଡଲୀ କାଠଡେରା ମଣ୍ଡଲ ଜୋନ ୨ ମଣ୍ଡଲସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ମଣ୍ଡଲ ସଭାପତି ପୁଷ୍ଫକ ଗାଇଗରିଆକଂ ସଭାପତିତ୍ବେ ଏଥିରେ ହିର୍ଲିପାଲି ପଂଚାୟତର ସମିତି ସଭ୍ୟ ବିଦ୍ୟାଧର ପ୍ରଧାନ , ବିଜେପି କାର୍ଯ୍ୟକର୍ତ୍ତା ସୁଦାମ ଭୋଇ,ନିର୍ମଳ ସାହୁ,,ପ୍ରମୁଖ ଯୋଗଦେଇ ରାଜ୍ୟ ଓ କେନ୍ଦ୍ରରେ ବିଜେପି ସରକାରର ଉନ୍ନୟନ ମୂଲକ କାମ ସମ୍ପର୍କରେ ଆଲୋଚନା କରାଯାଇଥିଲା | |