କାହାକୁ କେଉଁ ମନ୍ତ୍ରାଳୟ ?
*▪️ରାଜନାଥ ସିଂହ- ପ୍ରତିରକ୍ଷା*
*▪️ଅମିତ ଶାହ- ସ୍ବରାଷ୍ଟ୍ର*
*▪️ନୀତିନ ଗଡ଼କରୀ- ସଡ଼କ ପରିବହନ ଓ ରାଜପଥ ନିର୍ମାଣ*
*▪️ନିର୍ମଳା ସୀତାରମଣ- ଅର୍ଥ*
*▪️ଏସ୍. ଜୟଶଙ୍କର- ବୈଦେଶିକ ବ୍ୟାପାର*
*▪️ମନୋହର ଲାଲ୍- ଶକ୍ତି ସହରାଞ୍ଚଳ ବିକାଶ ଓ ଗୃହ ନିର୍ମାଣ*
*▪️କିରଣ ରିଜିଜୁ- ସଂସଦୀୟ ବ୍ୟାପାର*
*▪️ପ୍ରହ୍ଲାଦ ଯୋଶୀ- ଖାଦ୍ୟ ଓ ଖାଉଟି କଲ୍ୟାଣ*
*▪️ଜେ.ପି ନଡ୍ଡା- ସ୍ବାସ୍ଥ୍ୟ*
*▪️ଜ୍ୟୋତିରାଦିତ୍ୟ ସିନ୍ଦିଆ- ଟେଲିକମ୍*
*▪️ଜୁଏଲ ଓରାମ- ଆଦିବାସୀ କଲ୍ୟାଣ*
*▪️କେ. ରାମ ମୋହନ ନାଇଡୁ- ବେସାମରିକ ବିମାନ ଚଳାଚଳ*
*▪️ଅନ୍ନପୂର୍ଣ୍ଣା ଦେବୀ- ମହିଳା ଓ ଶିଶୁ ବିକାଶ*
*▪️ଗଜେନ୍ଦ୍ର ଶେଖାୱତ- ପର୍ଯ୍ୟଟନ ଓ ସଂସ୍କୃତି*
*▪️ସର୍ବାନନ୍ଦ ସୋନୱାଲ- ବନ୍ଦର ଓ ଜାହାଜ ଚଳାଚଳ*
*▪️ଧର୍ମେନ୍ଦ୍ର ପ୍ରଧାନ-କେନ୍ଦ୍ର ଶିକ୍ଷା ମନ୍ତ୍ରୀ*
*▪️ଅଶ୍ୱିନୀ ବୈଷ୍ଣବ-କେନ୍ଦ୍ର ରେଳ ଓ ସୂଚନା ପ୍ରସାରଣ ମନ୍ତ୍ରୀ*
*▪️ଜୁଏଲ ଓରାମ-କେନ୍ଦ୍ର ଆଦିବାସୀ ବ୍ୟାପର ମନ୍ତ୍ରୀ*
*▪️ହରଦୀପ ସିଂ ପୁରୀ- ପେଟ୍ରୋଲିୟମ*
*▪️ଗିରିରାଜ ସିଂହ- ବୟନ ଶିଳ୍ପ*
*▪️ଶିବରାଜ ସିଂ ଚୌହାନ- କୃଷି, ଗ୍ରାମ୍ୟ ଉନ୍ନୟନ*
*▪️ଚିରାଗ ପାଶ୍ବାନ- କ୍ରୀଡ଼ା*
*▪️ଏଚ୍.ଡି କୁମାରସ୍ବାମୀ- ଇସ୍ପାତ ଓ ଖଣି*