March 9, 2026

ଜାମୁରଣ୍ଡା ପଞ୍ଚୟତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟକୁ 5T ରୁପାନ୍ତିକରଣ ଶୁଭ ଦେଲେ ବ୍ଲକ ଅଧ୍ୟକ୍ଷା

IMG-20230610-WA0041
Share

 

(ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)

 

ଆଦ୍ୟ ତା ୧୦.୦୬.୨୦୨୩ ରିଖ ଶନିବାର ଦିନ ଉମରକୋଟ ବ୍ଲକ ଅନ୍ତର୍ଗତ ଜାମୁରଣ୍ଡା ପଞ୍ଚୟତ ଅନ୍ତର୍ଗତ ଜାମୁରଣ୍ଡା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟକୁ ବ୍ଲକ ଅଧ୍ୟକ୍ଷା *ଶ୍ରୀମତି ସୁଶୀଳା ମାଝି* 5T ସ୍କୁଲ ନିର୍ମାଣ ପାଇଁ ଶୁଭ ଦେଇ କାର୍ଯ୍ୟକୁ ୩ ମାସ ମଧ୍ୟରେ ସଂପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଲେ ଉକ୍ତ ସ୍କୁଲକୁ 5T ଉପକ୍ରମରେ ଜଡ଼ିତକରିଥିବାରୁ ବ୍ଲକ୍ ଅଧ୍ୟକ୍ଷା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ୍ ଜଣେଇଲେ ଏହି ପରିପ୍ରେକ୍ଷୀରେ ପଞ୍ଚାୟତର ସରପଞ୍ଚ ଶ୍ରୀଯୁକ୍ତ ଜଗଦିଶ ଗଣ୍ଡ, ଜିଲ୍ଲା ପରିଷଦ ଶ୍ରୀଯୁକ୍ତ ଚନ୍ଦନ ରାୟ,ସମିତି ସଭ୍ୟ ରାମସିଂ ପୁଜାରୀ, BDO ହିମାଞ୍ଚଲ ମାଝି,JE ପାତ୍ର, ଦେବିସିଂ ମାଝି, ଟୁଟୁ ପଣ୍ଡା, ସମିରନ୍ ମଣ୍ଡଲ ସ୍କୁଲ ଶିକ୍ଷକ ଶିକ୍ଷୟତ୍ରୀ ତଥା ନାୟବ ସରପଂଚ ସହ ୱାର୍ଡ ମେମ୍ବର ସଭ୍ୟ/ସଭ୍ୟା ଉପସ୍ଥିତି ରହିଥିଲେ ।