March 10, 2026

ପୁଣି ଓଡ଼ିଶାରେ ଅଘଟଣ,, ମାଲ୍ ବାହି ଟ୍ରେନ ରେ ଲାଗିଲା ନିଆଁ 

IMG-20230610-WA0040
Share

 

ଜଳେଶ୍ବର:‌ ବାଲେଶ୍ଵର

 

ମାଲବାହୀ ଟ୍ରେନର ଏକ ବଗିରେ ଲାଗିଲା ନିଆଁ!.

ରୁପସା ଷ୍ଟେସନରେ ଛିଡ଼ା ହୋଇଥିବା କୋଇଲା ଟ୍ରେନରେ ନିଆଁ!.

ବାଲେଶ୍ବର ଅଗ୍ନିଶମ ଦ୍ବାରା ନିଆଁ ଲିଭା ଜାରି!.

ନିଆଁ ଲାଗିବାର କାରଣ ଅସ୍ପଷ୍ଟ, ରେଲୱେ ପକ୍ଷରୁ ତଦନ୍ତ!.

ରେଲୱେ ପୋଲିସ ଘଟଣାସ୍ଥଳରେ ତଦନ୍ତ ଜାରି ରଖିଛି,,

 

ବାଲେଶ୍ଵର ଜିଲ୍ଲାରୁ ଦେବାଶିଷ ଦାଶ୍ କ୍କ ରିପୋର୍ଟ,,