June 23, 2026

ଜମି ବିବାଦ କୁ ନେଇ କାଶୀପୁର ରେ ହତ୍ୟା କାଣ୍ଡ

IMG-20230610-WA0000
Share

ଜମି ବିବାଦ କୁ ନେଇ କାଶୀପୁର ରେ ହତ୍ୟା କାଣ୍ଡ
ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ର ଚନ୍ଦ୍ରଗିରି ପଞ୍ଚାୟତ ର ସିକର ଲୋଟା ଗ୍ରାମରେ ଘୋଟିଯାଇଛି ହତ୍ୟା କାଣ୍ଡ ଗଜେନ୍ଦ୍ର ନା ଏ କ 52 ବର୍ଷ ନିଜ ଚାଷ ଜମିରେ ଯେ ସି ବି ମେସିନ ଦ୍ୱାରା mp ଫୋଣ୍ଡ ର ଏକ କାର୍ଯ୍ୟ କୁ ତଦାରଖ କରିବା ସମୟରେ ଗଜେନ୍ଦ୍ର ଙ୍କ ସହ ଉକ୍ତ ଗ୍ରାମର ବାଘ ଗୌଡ଼ ଓ ଦୁଇ ସହଯୋଗୀ ମିଶି ଟାଙ୍ଗିଆରେ ଆକ୍ରମଣ କରିଥିଲେ ଘଟଣା ସ୍ଥଳରେ ହିଁ ଟଳି ପଡ଼ିଥିଲେ ଗଜେନ୍ଦ୍ର ସେଠାରୁ ତାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ କାଶୀପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ରେ ପହଞ୍ଚିଲା ବେଳକୁ ପ୍ରାଣବାୟୁ ଚାଲିଯାଇଥିଲା ପ୍ରତେକ୍ଷ ଦର୍ଶୀଙ୍କ କହିବା ଅନୁଯାୟୀ ବୁଝା ବଣା କରିବା ବାହାନାରେ ରେ କିଛିଦୂର ଡାକି ନେଇ ଟାଙ୍ଗିଆରେ ପ୍ରଥମେ ଗଡ଼ କୁ ହାଣି ଲେ ତଳେ ପଡିଯିବା ପରେ ବେକ ରେ ଚଟ ମାରି ଛାଡି ଚାଲି ଯାଇଥିଲେ ଘଟଣା ସ୍ଥଳରେ କାଶୀପୁର ପୋଲିସ ପହଁଚି ଅଭିଯୁକ୍ତ କୁ କାଶୀପୁର ଥାନରେ ଅଟକ ରଖିଥିବା। ଜଣା ପଡ଼ିଛି