April 23, 2026

ରଜଡ଼ଙ୍ଗ ସ୍ୱାସ୍ଥ୍ୟକେନ୍ଦ୍ର ରେ HPVଟୀକା କରଣ ଆରମ୍ଭ

IMG-20260410-WA0041
Share

 

 

 

(ରିପୋଟର – ଅଜିତ୍ କୁମାର ଭୋଇ)

ଅନଗୁଳ ଜିଲ୍ଲା ପାଲଲହଡା ବ୍ଲକ ତାରିଖ ୧୦ ଏପ୍ରିଲ ୨୦୨୬ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରଜଡ଼ଙ୍ଗ ଠାରେ ଟୀକାକରଣ କାର୍ଯ୍ୟକ୍ରମ ସକାଳ ୮ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଚାଲିଥିଲା

ଏଥିରେ ୧୪ ବର୍ଷରୁ ୧୫ ବର୍ଷ ପର୍ଯ୍ୟନ୍ତ ବାଳିକା ମୋଟ 58 ଜଣ ଟୀକାକରଣ ଦେଇଥିଲ!ଟୀକାକରଣ ପ୍ରମାଣପତ୍ର ବଣ୍ଟନ କରାଯାଇଥିଲା, ଏଥିରେ ମୋଟ PHCର 10 ଜଣ କର୍ମଚାରୀ ଉପସ୍ଥିତ ଥିଲେ ଏବଂ ଏହି ଶିବିରରେ କ୍ଷେତ୍ର କର୍ମଚାରୀ 2 ଜଣ ଏବଂ ଜଣେ ପର୍ଯ୍ୟବେକ୍ଷକ ଏବଂ 39ଜଣ ଆଶା କର୍ମୀ ସାମିଲ ଥିଲେ !ପରବର୍ତ୍ତୀ ଶିବିର ଶନିବାର ୧୧ ଏପ୍ରିଲ ସକାଳ ୮ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ହେବ ବୋଲି ଡାକ୍ତର ଯଯାତି କେଶରୀ ବେହେରା ସୂଚନା ଦେଇଥିଲେ !