March 12, 2026

ସମାଜସେବୀ ଲଡ଼ୁ କିଶୋର ମଲ୍ଲିକ ଙ୍କ ମାତୃ ବିୟୋଗ ରେ ସହର ରେ ଶୋକ

IMG-20230410-WA0032
Share

ସୁବର୍ଣ୍ଣପୁର -10-04 , ସ୍ୱଚ୍ଛ ଭାରତ ସଂଗଠନ ର ବରିଷ୍ଠ ସଦସ୍ୟ, ବିଶିଷ୍ଠ ସମାଜସେବୀ ତଥା ପଏଁରୀ ର ସଭାପତି ଲଡ଼ୁ କିଶୋର ମଲ୍ଲିକ ଙ୍କ ମାତା ଲଷ୍ମୀ ପ୍ରିୟl ମଲ୍ଲିକ ଙ୍କ 85 ବର୍ଷ ବୟସ ରେ ପରଲୋକ ଘଟିଛି l ସନ୍ଧ୍ୟା ରେ ଶ୍ରୀ ରାମେଶ୍ୱର ସ୍ମଶାନ ଘାଟ ରେ ସ୍ବର୍ଗୀୟl ମଲ୍ଲିକ ଙ୍କ ଅନ୍ତିମ ସଂସ୍କାର କରାଯାଇଛି l l ସମାଜସେବୀ ଶ୍ରୀବତ୍ସ ମଲ୍ଲିକ, ବଳରାମ ପଣ୍ଡା, ଏପିଡି ଡି ଆର ଡି ଏ ଗୌରୀ ଶଙ୍କର ଚୌଧୀରି, ପୋଲିସ ଆର ଆଇ ପ୍ରଦ୍ୟୁମ୍ନ ପଟେଲ, ପ୍ରାକ୍ତନ ନଗରପାଳ କଈରୁ ସ୍ୱାଇଁ, କାଉନ ସିଲର ପିୟୁଷ ପଣ୍ଡା, ସ୍ୱଚ୍ଛ ଭାରତ ଉପଦେଷ୍ଟା ଗରିବ ଲୋଇ, ବୃନ୍ଦାବନ ରଥ, ସମାଜସେବୀ ଶଙ୍କର ମେହେର, ପ୍ରଭାସ ମେହେର, ପରେଶ ମେହେର ଙ୍କ ସମେତ ସହର ର ରାମଃଧୁନ କ୍ଲବ, ପଏଁରି ଓ ସ୍ୱଚ୍ଛ ଭାରତ ସଂଗଠନ ର ସମସ୍ତ ସଦସ୍ୟ ଓ

ସହର ର ବିଭିନ୍ନ ସ୍ବେଛାସେବୀ ଅନୁଷ୍ଠାନ ର ସଦସ୍ୟ ମର ଶରୀର କୁ ଅନ୍ତିମ ଦର୍ଶନକରି ସ୍ବର୍ଗୀ୍ୟା ମଲ୍ଲିକ ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l ଓ ଅନ୍ତିମ ଶୋଭାଯାତ୍ରା ରେ ସାମିଲ ଥିଲେ l ଏଖବର ପାଇବା ପରେ ଜ଼ିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ, ଏସପି ଅମରେଶ ପଣ୍ଡା, ସି ଡି ଓ cum ଇ ଓ ନିହାର ରଞ୍ଜନ କଅଁର, ସ୍ୱଚ୍ଛ ଭାରତ ଉଦ୍ୟୋକ୍ତl ସୟଦ ଅଲିମୁଲ ଇସଲାମ ଗଭୀର ଶୋକ ପ୍ରକାଶ କରିଥିଲେ l